OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 26th March 2022

Odia Rashiphala

Odia Rashiphala

ପଶୁ ପାଳନ, ପଶୁଦାନ, ଜୀବଙ୍କ ପ୍ରତି ଦୟାଳୁ ସ୍ବଭାବର ହେବେ ପରମ ପିତା ପ୍ରସନ୍ନ ରହିବେ । ବିଭିନ୍ନ ସୂତ୍ରରୁ ଧନ ଲାଭ ହେବ। ମହିଳାଙ୍କ ଶୁଭଚିନ୍ତକ ହେବେ। ପ୍ରବଳ ଉଦ୍ୟୋଗୀ ହେବେ ।
ହାସ୍ୟ ପ୍ରିୟ ହେବେ। ପତି ଧର୍ମ ପାଳନରେ ତତ୍ପର ହେବେ। ଚତୁଷ୍ପଦ ଶୃଙ୍ଗୀ ପ୍ରାଣୀଠାରୁ ବିପଦର ଆଶଙ୍କା ରହିଛି । ଥଣ୍ଡା-କାଶରେ ପୀଡିତ ହୋଇପାରନ୍ତି । ସାରାଦିନ, ରାତି ସତର୍କରେ ରହିବେ।
ପତ୍ନୀ ପ୍ରିୟଦର୍ଶୀନୀ ହେବେ। ଧନଯୁକ୍ତ ହୋଇପାରନ୍ତି । ସୁବୃତ୍ତି ଓ ରୂପବାନ୍ ହେବେ। ଗୁଣୀ ଓ ନୂତନ ବେଶଧାରୀ ହୋଇପାରନ୍ତି । ବିନୟୀ ହେବେ। ସୁଖକର ଘଟଣା ଘଟିବା କର୍ମରୁ ସଫଳତା ମିଳିବ।
ଉତ୍ତମ ଗୃହୀ ହେବେ। ଆତୁରିତ ମନୋଭାବର ହୋଇପାରନ୍ତି । ବ୍ରାହ୍ମଣ, ନରପତି ଓ ମହାଜନ ଯଦି ଶତ୍ରୁ ହୁଅନ୍ତି ; ତେବେ ସେମାନଙ୍କ ପରାସ୍ତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବେ।
ପୁତ୍ରମାହନ ପତ୍ନୀ ପ୍ରିୟ ହୋଇପାରନ୍ତି । ବିଦେଶରେ ଅବସ୍ଥାନ କରିବାକୁ ଇଛ୍ହା କରିବେ। ନିଜେ କ୍ଷୁଧାତୁର ହେବାର ସୂଚନା ମିଳୁଛି। ପଢାପଢିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବ।
ପତ୍ନୀଙ୍କ ଉଦ୍ୟମରୁ ସୁଖ ଭୋଗକରିବେ। ରାଜସେବାରୁ ଅନ୍ନ ପାନ ପ୍ରବଳ ଉଦ୍ୟମ ଓ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କଲେ ଧନ ପ୍ରାପ୍ତ ହେବେ। ଧର୍ମାନୁମୋଦିତ ପନ୍ଥାରେ ଜୀବନଯାପନ କରିବେ।
କୁକର୍ମରେ ଲିପ୍ତ ବ୍ୟକ୍ତିଙ୍କୁ ବାରଣ ନକରି ନୀରବ ଦର୍ଶକ ହୋଇପାରନ୍ତି। ବିଷୟାଶକ୍ତ ହେବାର ସୂଚନା ମିଳୁଛି। ଭ୍ରାତ୍ରୁ ଭାବ ଅତୁଟ ରହିବ। ଉତ୍ତମ ମାର୍ଗରେ ଚାଲିବା ବେଳେ ପଥ ହୁଡିପାରନ୍ତି ।
ବହୁ ପ୍ରକାର ବ୍ୟବସାୟରୁ ଲାଭ ମିଳିବ। ଶସ୍ୟ, ମାଟି ଓ ପଥର ବ୍ୟବସାୟରୁ ଅତ୍ୟନ୍ତ ଲାଭଜନକ ହେବ। ତ୍ୟାଗପୂତ ମନୋଭାବ ରହିବ। ମତିମାନ୍ ଓ ଅତିସୁଖୀ ହେବେ।
ଧାର୍ମିକ, ଯଶସ୍ବୀ ହେବା ସହିତ ବ୍ରତ ତତ୍ପର ହେବେ। ସମର କ୍ଷେତ୍ରରେ ଯାନ-ବାହାନ ଚାଳନାରେ ଦକ୍ଷ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଅପାର ଗୁଣର ଅଧିକାରୀ୍ ହେବେ।
ସ୍ବକୁଳ ସହିତ କୃଷିକର୍ମରେ ଜଡିତ ହେବେ। ଧର୍ମକ୍ରିୟାରତ ହେବେ ଓ ଧନ ବ୍ୟୟ କରିବେ। ବାଧା, ବିଘ୍ନକୁ ଏଡାଇଯିବାକୁ ଉଦ୍ୟମ ଜାରି ରଖିବେ। ଭାଷା ଓ ମଧୁର ଭାଷାରେ ପରକୁ ଆପଣାର କରିବେ।
ସ୍ବକର୍ମରୁ ପ୍ରଶଂସା ମିଳିବ। ନ୍ୟାୟ ଧର୍ମରୁ ଉଚ୍ଚାସନ ପ୍ରାପ୍ତ ହେବ। ପରାକ୍ରମରୁ ପୂର୍ନତା ପ୍ରାପ୍ତ ହେବେ । ବିଦ୍ୟା ପ୍ରଭାବରୁ ସର୍ବା ଜନ ବିଦିତ ହେବେ। ସାଧୁସଙ୍ଗର ତ୍ରୁପ୍ତି ଓ ସରକାରୀ ସ୍ତରରୁ ଧନ ପ୍ରାପ୍ତ ହେବେ।
ମିଷ୍ଟ କଥାରେ ଅନ୍ୟକୁ ଭୁଲାଇ ବଶ କରିବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିବେ। ବିବାଦରେ ବିଜୟୀ ହେବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments