![]() |
ପଶୁ ପାଳନ, ପଶୁଦାନ, ଜୀବଙ୍କ ପ୍ରତି ଦୟାଳୁ ସ୍ବଭାବର ହେବେ ପରମ ପିତା ପ୍ରସନ୍ନ ରହିବେ । ବିଭିନ୍ନ ସୂତ୍ରରୁ ଧନ ଲାଭ ହେବ। ମହିଳାଙ୍କ ଶୁଭଚିନ୍ତକ ହେବେ। ପ୍ରବଳ ଉଦ୍ୟୋଗୀ ହେବେ । |
ହାସ୍ୟ ପ୍ରିୟ ହେବେ। ପତି ଧର୍ମ ପାଳନରେ ତତ୍ପର ହେବେ। ଚତୁଷ୍ପଦ ଶୃଙ୍ଗୀ ପ୍ରାଣୀଠାରୁ ବିପଦର ଆଶଙ୍କା ରହିଛି । ଥଣ୍ଡା-କାଶରେ ପୀଡିତ ହୋଇପାରନ୍ତି । ସାରାଦିନ, ରାତି ସତର୍କରେ ରହିବେ। | |
ପତ୍ନୀ ପ୍ରିୟଦର୍ଶୀନୀ ହେବେ। ଧନଯୁକ୍ତ ହୋଇପାରନ୍ତି । ସୁବୃତ୍ତି ଓ ରୂପବାନ୍ ହେବେ। ଗୁଣୀ ଓ ନୂତନ ବେଶଧାରୀ ହୋଇପାରନ୍ତି । ବିନୟୀ ହେବେ। ସୁଖକର ଘଟଣା ଘଟିବା କର୍ମରୁ ସଫଳତା ମିଳିବ। | |
ଉତ୍ତମ ଗୃହୀ ହେବେ। ଆତୁରିତ ମନୋଭାବର ହୋଇପାରନ୍ତି । ବ୍ରାହ୍ମଣ, ନରପତି ଓ ମହାଜନ ଯଦି ଶତ୍ରୁ ହୁଅନ୍ତି ; ତେବେ ସେମାନଙ୍କ ପରାସ୍ତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବେ। | |
ପୁତ୍ରମାହନ ପତ୍ନୀ ପ୍ରିୟ ହୋଇପାରନ୍ତି । ବିଦେଶରେ ଅବସ୍ଥାନ କରିବାକୁ ଇଛ୍ହା କରିବେ। ନିଜେ କ୍ଷୁଧାତୁର ହେବାର ସୂଚନା ମିଳୁଛି। ପଢାପଢିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବ। | |
ପତ୍ନୀଙ୍କ ଉଦ୍ୟମରୁ ସୁଖ ଭୋଗକରିବେ। ରାଜସେବାରୁ ଅନ୍ନ ପାନ ପ୍ରବଳ ଉଦ୍ୟମ ଓ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କଲେ ଧନ ପ୍ରାପ୍ତ ହେବେ। ଧର୍ମାନୁମୋଦିତ ପନ୍ଥାରେ ଜୀବନଯାପନ କରିବେ। | |
କୁକର୍ମରେ ଲିପ୍ତ ବ୍ୟକ୍ତିଙ୍କୁ ବାରଣ ନକରି ନୀରବ ଦର୍ଶକ ହୋଇପାରନ୍ତି। ବିଷୟାଶକ୍ତ ହେବାର ସୂଚନା ମିଳୁଛି। ଭ୍ରାତ୍ରୁ ଭାବ ଅତୁଟ ରହିବ। ଉତ୍ତମ ମାର୍ଗରେ ଚାଲିବା ବେଳେ ପଥ ହୁଡିପାରନ୍ତି । | |
ବହୁ ପ୍ରକାର ବ୍ୟବସାୟରୁ ଲାଭ ମିଳିବ। ଶସ୍ୟ, ମାଟି ଓ ପଥର ବ୍ୟବସାୟରୁ ଅତ୍ୟନ୍ତ ଲାଭଜନକ ହେବ। ତ୍ୟାଗପୂତ ମନୋଭାବ ରହିବ। ମତିମାନ୍ ଓ ଅତିସୁଖୀ ହେବେ। | |
ଧାର୍ମିକ, ଯଶସ୍ବୀ ହେବା ସହିତ ବ୍ରତ ତତ୍ପର ହେବେ। ସମର କ୍ଷେତ୍ରରେ ଯାନ-ବାହାନ ଚାଳନାରେ ଦକ୍ଷ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଅପାର ଗୁଣର ଅଧିକାରୀ୍ ହେବେ। | |
ସ୍ବକୁଳ ସହିତ କୃଷିକର୍ମରେ ଜଡିତ ହେବେ। ଧର୍ମକ୍ରିୟାରତ ହେବେ ଓ ଧନ ବ୍ୟୟ କରିବେ। ବାଧା, ବିଘ୍ନକୁ ଏଡାଇଯିବାକୁ ଉଦ୍ୟମ ଜାରି ରଖିବେ। ଭାଷା ଓ ମଧୁର ଭାଷାରେ ପରକୁ ଆପଣାର କରିବେ। | |
ସ୍ବକର୍ମରୁ ପ୍ରଶଂସା ମିଳିବ। ନ୍ୟାୟ ଧର୍ମରୁ ଉଚ୍ଚାସନ ପ୍ରାପ୍ତ ହେବ। ପରାକ୍ରମରୁ ପୂର୍ନତା ପ୍ରାପ୍ତ ହେବେ । ବିଦ୍ୟା ପ୍ରଭାବରୁ ସର୍ବା ଜନ ବିଦିତ ହେବେ। ସାଧୁସଙ୍ଗର ତ୍ରୁପ୍ତି ଓ ସରକାରୀ ସ୍ତରରୁ ଧନ ପ୍ରାପ୍ତ ହେବେ। | |
ମିଷ୍ଟ କଥାରେ ଅନ୍ୟକୁ ଭୁଲାଇ ବଶ କରିବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିବେ। ବିବାଦରେ ବିଜୟୀ ହେବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି । |
Odia Calendar 2022
Comments
comments