OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 25th July 2022

Odia Rashiphala

Odia Rashiphala

ପାରିବାରିକ ଦାୟିତ୍ୱ ଭଲଭାବେ ତୁଲାଇବେ ମହିଳାମାନେ ବାହାରକୁ ଗଲାବେଳେ ପର୍ସ ଉପରେ ଧ୍ୟାନ ରଖନ୍ତୁ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି।
ପରିବାର ଲୋକଙ୍କର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ ଅଫିସରେ ଆପଣଙ୍କର ବେଶଭୂଷାର ପ୍ରଶଂସା ହେବ। କୌଣସି ସହକର୍ମୀଙ୍କ ସହ ଆପଣଙ୍କର ଭଲ ପରିଚୟ ହେବ।
ବ୍ୟବସାୟରେ ଉନ୍ନତି ହେବ ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।
ନୂଆ କାମରେ ରୂଚି ବଢ଼ିବା ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଭଲ। ପ୍ରିୟବନ୍ଧୁ ସହ ମିଶିବାର ମଉକା ପାଇବେ।
ଆପଣଙ୍କ କଂପାନିକୁ କୌଣମି ବଡ଼ କଂପାନି ସହ ବ୍ୟବସାୟ କରିବାର ପ୍ରସ୍ତାବ ମିଳିବ। ଘରକୁ ବନ୍ଧୁ ଆସିବେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ସ୍ୱାସ୍ଥ୍ୟ ଭଲ ରହିବ।
ଅଧିକ ସମୟ ପରିଶ୍ରମ କଲେ ଅଫିସରେ ବାକିଥିବା କାମ ପୂରା ହୋଇଯିବ। ସୁନ୍ଦର କଳ୍ପନାରେ ମଗ୍ନ ରହିବେ ଘରର ବୟସ୍କଙ୍କ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ବିଶେଷ ଖବର ମିଳିବାର ଯୋଗ ରହିଛି। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାଆସ ମମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।
ଧାର୍ମିକ କାର୍ଯ୍ୟରେ ସକ୍ରିୟ ହେବେ। କୌଣସି କାମର ଯୋଜନା ତିଆରି କରିବାରେ ବ୍ୟସ୍ତ ରହିବେ ଚାକିରିଆମାନେ ଉନ୍ନତିର ଉତ୍କଣ୍ଠ ଅବସର ପାଇବେ।
ପରିବାର ସହ ଅଧିକ ସମୟ ଅତିବାହିତ କରିବେ କାମରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ ଆର୍ଥିକ କ୍ଷେତ୍ରରେ ଆପଣଙ୍କର ଉନ୍ମତି ହେବ ଵେପାର କାମରେ ଅନ୍ୟ ସହରକୁ ଯିବେ।
କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆପଣଙ୍କର ସାକ୍ଷାତ ହେବ ବେପାରରେ ଅଚାନକ ଧନଲାଭ ହେବ। ଅଫିସ କାମରେ ସହକର୍ମୀମାନଙ୍କ ସହଯୋଗ ମିଳିବ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments