OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 22th August 2022

Odia Rashiphala

Odia Rashiphala

ଇଂଜିନିୟରଙ୍କ ଲାଗି ଦିନଟି ଲାଭଦାୟକ। ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ବେପାରରେ ଆଗକୁ ବଢ଼ିବା ପାଇଁ ବାପାଙ୍କ ସହଯୋଗ ନେବେ।
ସାମାଜିକ ସମାରୋହରେ ସଜିଳିତ ହେବାର ସୁଯୋଗ ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳି ପାରେ। ବେପାରରେ ଅଚାନକ ଧନଲାଭ ହେବ।
ଚାକିରିରେ ପଦୋନ୍ନତିର ଅବସର ପାଇବେ। ବନ୍ଧୁ ସହ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ସ୍ୱାସ୍ଥ୍ୟରେ ସୁଧାର ହେବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।
ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ସାକ୍ଷାତକାର ପାଇଁ ଡାକରା ଆସିବ। ଘର ଘର କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ।
ଆପଣଙ୍କ ଚଞ୍ଚଳ ସ୍ୱଭାବ କିଛି ଲୋକଙ୍କୁ ପସନ୍ଦ ଆସିବ। ଆୟର ନୂଆ ଉତ୍ସ ପାଇବେ। ଦୀର୍ଘ ଦିନରୁ ଅଧାଥିବା କାମ ପୂରା ହୋଇଯିବ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ପାଇବେ।
ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ଲାଗି ଦିନଟି ଭଲ। ସିଭିଲ୍‌ ଇଂଜିନିୟରଙ୍କ ଲାଗି ଭଲ ଚାକିରିର ସୁଯୋଗ ଆସିବ। ଭଲ ଵ୍ୟଞ୍ଜନ କରି ଜୀଵନସାଥୀଙ୍କୁ ଖୁଆଇବେ।
ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ। ପେସାଦାର ବ୍ୟବମାୟୀଙ୍କୁ ଅଚାନକ ଲାଭ ମିଳିବାର ଯୋଗ ଅଛି କାର୍ଯ୍ୟରେ ଘରର ବଡ଼ଙ୍କ ସହଯୋଗ ପାଇବେ।
ସବୁ ବାକି କାମ ସହଜରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବାହାର କାମରେ ଗଲାବେଳେ ସାବଧାନତାର ସହ ଯାନ ଚଳାନ୍ତୁ।
ପରିବାରରେ ସବୁ ଲୋକଙ୍କୁ ଆନନ୍ଦ ମିଳିବ। ବ୍ୟବସାୟରେ ଯଥେଷ୍ଟ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୁଢ଼ ହେବ। ଛାତ୍ରଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ।
ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପାରିବାରିକ ସମସ୍ୟା ପାଇଁ ଚିଚ୍ରିତ ରହିବେ। କୋର୍ଟକଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ।
ଜମି କିଣିବା ପୂର୍ବରୁ ପରିବାରର ବଡ଼ଙ୍କ ମତ ନିଅନ୍ତୁ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।ସନ୍ଧ୍ୟାରେ କୌଣସି ମାମଲାକୁ ନେଇ ପରିବାର ଲୋକଙ୍କ ସହ କଥା ହେବେ।
ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ୱ ମିଳିବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments