![]() | ମିତବ୍ୟୟୀ ହେବା ପାଇଁ ପ୍ରୟାସ ଜାରି ରଖିବେ |ଆଳସ୍ୟ ପରାୟଣ ହୋଇପାରନ୍ତି|ଉଦାର ସ୍ବଭାବର ହେବେ |ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ବ ନେଇପାରନ୍ତି |ଲୋଭୀ ହେବେ |ବହୁ ବ୍ୟୟର ସମ୍ମୁଖୀନ ହେବେ | |
![]() | ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ବ୍ୟବସାୟ ଲାଭଜନକ ହେବ |ପରାକ୍ରମୀ ହେବେ |ରାଜାଙ୍କ ପରି ସୁଖସୋଉଖନଯୁକ୍ତ ହେବେ |ଧାର୍ମିକ ଭାବନାସମ୍ପନ୍ନ ହେବେ |ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି | |
![]() | ସଚ୍ଚାକର୍ମୀ ହେବେ |ସର୍ବପ୍ରିୟ ହୋଇପାରନ୍ତି |ପିତୃ-ମାତୃ ଭକ୍ତ ହେବେ |ସଫଳ ଭବିଷ୍ୟବକ୍ତା ହୋଇପାରନ୍ତି |ସତ୍ୟବାଦୀ ହେବେ |ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ହେବେ |ଧନବାନ୍ ଓ ସୁବିଚାରକ ହୋଇପାରନ୍ତି | |
![]() | ପ୍ରଭୂତ ବିଭାର ଅଧିକାରୀ ହେବେ ,ମାତ୍ର କୃପଣ ସ୍ବଭାବର ହୋଇପାରନ୍ତି |ସୁଖୀ ହେବେ |ପବିତ୍ର ହୃଦୟବାନ୍ ବ୍ୟକ୍ତି ହୋଇପାରନ୍ତି |ମହିଳାମାନଙ୍କର ପ୍ରିୟପତ୍ର ହେବେ |ଭାଗ୍ୟଶାଳୀ ପୁତ୍ରବାନ୍ ଓ ଯଶସ୍ବୀ ହେବେ | |
![]() | କର୍ମଚଞ୍ଚଳ ରହିବେ|ସୁସ୍ଥ ଓ ନିରାମୟ ରହିବେ |ଜ୍ଞାନଗରିମାଯୁକ୍ତ ହେବେ |ଜ୍ୟୋତିଷ ଶାସ୍ତ୍ର ପ୍ରତି ଆଗ୍ରହୀ ହେବେ |ଶିଶୁବତ୍ସଳ ହୋଇପାରନ୍ତି |ସ୍ନେହୀ ଓ ବିବେକୀ ହେବେ |ଦାନଶୀଳ ହେବେ | |
![]() | ସୁଦୃଶ୍ୟ ଶାରୀରିକ ଗଠନ ସମ୍ପନ୍ନ ହେବେ |ପତ୍ନୀ ପ୍ରେମୀ,ଧୈର୍ଯ୍ୟବାନ୍ ଓ ଭାଗ୍ୟଶାଳୀ ହେବେ |ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ |ପତ୍ନୀ ପତିବ୍ରତା ହେବେ |ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି |ଶାସ୍ତ୍ରଭ୍ୟାସୀ ହେବେ | |
![]() | ଶତ୍ରୁବିଜୟୀ ହେବେ |ମଧୁରଭାଷୀ ହୋଇପାରନ୍ତି |ଜ୍ୟୋତିଷଶାସ୍ତ୍ର ପ୍ରତି ରୁଚି ରହିବ |ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି |ବିବେକୀ ହୋଇପାରନ୍ତି |ପ୍ରବଳ ପ୍ରତାପ ହେବାର ସୂଚନା ମିଳୁଛି | |
![]() | ଅନେକ ଶାସ୍ତ୍ରଜ୍ଞତା ତଥା ବହୁବିଦ୍ୟା ପାରଙ୍ଗମ ହେବେ |ଆଧ୍ୟତ୍ମବାଦୀ ହୋଇପାରନ୍ତି|ଜ୍ୟୋତିଷା ଓ ଲୋକପ୍ରିୟ ହେବେ |ସନ୍ତତିବାନ୍ ହେବେ |ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ଓ ସହାୟତା ପାଇବେ | |
![]() | ଧନସମ୍ପଦଯୁକ୍ତ ହେବେ |ଯନବାହନ ଯୁକ୍ତ ହୋଇପାରନ୍ତି |ମନ ପ୍ରସନ୍ନ ରହିବ |ଉଦ୍ୟୋଗୀ ହେବେ |ଜ୍ୟୋତିଷ ବିଦ୍ୟାରେ ରୁଚି ରହିବ |ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ |ପିତାମାତାଙ୍କ ଆଜ୍ଞାପାଳନକାରୀ ହେବେ | |
![]() | ଈଶ୍ବର ବିଶ୍ବାସୀ ହେବେ |ପରୋପକାରୀ ହେବେ |ପ୍ରବାସୀ ଓ ସ୍ତ୍ରୀପ୍ରିୟ ହୋଇପାରନ୍ତି |ବ୍ୟବସାୟ ଲାଭଜନକ ହେବ |ଯାନବାହନ ଯୁକ୍ତ ହେବେ |ଧନର ଯଥାର୍ଥ ବିନିଯୋଗ କରିବେ | |
![]() | ପ୍ରସନ୍ନ ଚିତ୍ତ ସମ୍ପନ୍ନ ହେବ ରତ୍ନ ବ୍ୟବସାୟ କରିପାରନ୍ତି |ଶୋଭନ ବ୍ୟକ୍ତିସମ୍ପନ୍ନ ହେବେ |ସବ୍ୟଚାରୀ ଓ ଭାଗ୍ୟଶାଳୀ ହେବେ |ଧର୍ମକାର୍ଯ୍ୟରେ ରୁଚି ରହିବ |ସଞ୍ଚୟାଭିମୁଖି ହେବେ | |
![]() | ସୁସ୍ଥ ଓ ନିରାମୟ ରହିବେ |ବିଦ୍ବାନ୍ ହେବେ |ଇତ୍ତମ ବ୍ୟକ୍ତିତ୍ବ ଓ ଦେବଦ୍ୱିଜଭକ୍ତି ଦେବେ | ସଫଳ ଭବିଷ୍ୟବକ୍ତା ହେବେ | ସ୍ୱାଭିମାନୀ ହେବେ | କର୍ମପରାୟଣ ଓ ପୁତ୍ରବାନ୍ ହୋଇପାତନ୍ତି | ସମ୍ମାନିତ ହେବେ | |
For daily odia rashiphala visit our website daily in the morning. This is compiled from a trusted source.