OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 1st August 2022

Odia Rashiphala

Odia Rashiphala

ମେଷ ପୂର୍ବରୁ ଲାଗି ରହିଥିବା ସମମ୍ୟାର ସମାଧାନ ହୋଇଯିବ। ଯେଉଁ କାମ ଆ‌ମ୍ଭ କରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ ପ୍ରିୟଜନଙ୍କ ଠାରୁ ସୁସମ୍ବାଦ ମିଳିବ।
ବାପା ମାଆଙ୍କ ମହଯୋଗରେ ଜୀବନରେ ଆଗକୁ ବଢ଼ିବେ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବା ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ।
ବ୍ୟବସାୟରେ ଭାବିଚିନ୍ତି ବୁକ୍ତି କରନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ । ଛାତ୍ରଙ୍କୁ ଲେଖାପଢାରେ ଅଧିକ ଧ୍ୟାନ ଦେବାକୁ ହେବ।
ସ୍ଵାସ୍ଥ୍ୟ ମମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା-ଦେବା ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନମାଳିନ୍ୟ ହୋଇପାରେ।
ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ। ସମାଜରେ ମନ ପ୍ରତିଷ୍ଠା ବୃଦ୍ଧି ହେବ ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିପାରନ୍ତି। ପ୍ରେମ ଜୀବନ ମଧୁର ହେବ।
ନୂଆ ଶକ୍ତିରେ ପରିପୂର୍ଣ୍ଣ ରହିବେ। ବନ୍ଧୁ ଠାରୁ ଖୁସି ଖବର ଶୁଣିବାକୁ ପାଇବେ। ଘରର ପରିବେଶ ଭଲ ରହିବ। ମହିଳାମାନେ ଅନ୍‌ଲାଇନ୍‌ରେ କିଣାକିଣି କରିବେ।
କାହା ସହ ଉଚ୍ଚସ୍ୱରରେ କଥା ହୁଅନ୍ତୁ ନାହିଁ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ତିଆରି କରିବାକୁ ପଡ଼ିବ। ମହିଳାମାନଙ୍କୁ ଘରଲୋକଙ୍କ ସାହାଯ୍ୟ ମିଳବ।
ଛୋଟଛୋଟ କଥାରେ ଖୁସି ତଲାସ କରିବାର ଅବସର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।
ଯୋଜନା ତିଆରି କରିବା ଲାଗି ଭଲ ଦିନଟିଏ | ସଂଘର୍ଷ କରିବା ପରେ ନିଶ୍ଚୟ ସଫଳ ହେବେ। ଘରୋଇ ସଂସ୍ଥାରେ ଚାକିରି କରୁଥିବା ଲୋକଙ୍କର ଦରମା ବୃଦ୍ଧି ଯୋଗ ଅଛି।
ଘନିଷ୍ଠ ଲୋଜଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ୱରୁ ପ୍ରେରଣା ନେବେ। ଛାତ୍ରକୁ ଶିକ୍ଷକଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବା
ବନ୍ଧୁ ଓ ସ୍ୱଜନଙ୍କ ସହ ସମ୍ବନ୍ଧାହୁରି ଭଲ ହେବ। କୋର୍ଟ କଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ବାପା ଓ ବଡ଼ ଭାଇଙ୍କ ସହଯୋଗରେ ନୂଆ ବେପାର ଅଗମ୍ଭ କରିବାକୁ ଭାବିପାରନ୍ତି।
ଆର୍ଥିକ ସଫଳତା ପାଇବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଭବିଷ୍ୟତ ଲାଗି ଯୋଜନା ତିଆରି କରିବେ। ପ୍ରିୟବନ୍ଧୁ ସହ କଥା ହୋଇ ମନ ଭଲ ଲାଗିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments