![]() |
ମେଷ ପୂର୍ବରୁ ଲାଗି ରହିଥିବା ସମମ୍ୟାର ସମାଧାନ ହୋଇଯିବ। ଯେଉଁ କାମ ଆମ୍ଭ କରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ ପ୍ରିୟଜନଙ୍କ ଠାରୁ ସୁସମ୍ବାଦ ମିଳିବ। |
ବାପା ମାଆଙ୍କ ମହଯୋଗରେ ଜୀବନରେ ଆଗକୁ ବଢ଼ିବେ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବା ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ। | |
ବ୍ୟବସାୟରେ ଭାବିଚିନ୍ତି ବୁକ୍ତି କରନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ । ଛାତ୍ରଙ୍କୁ ଲେଖାପଢାରେ ଅଧିକ ଧ୍ୟାନ ଦେବାକୁ ହେବ। | |
ସ୍ଵାସ୍ଥ୍ୟ ମମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା-ଦେବା ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନମାଳିନ୍ୟ ହୋଇପାରେ। | |
ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ। ସମାଜରେ ମନ ପ୍ରତିଷ୍ଠା ବୃଦ୍ଧି ହେବ ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିପାରନ୍ତି। ପ୍ରେମ ଜୀବନ ମଧୁର ହେବ। | |
ନୂଆ ଶକ୍ତିରେ ପରିପୂର୍ଣ୍ଣ ରହିବେ। ବନ୍ଧୁ ଠାରୁ ଖୁସି ଖବର ଶୁଣିବାକୁ ପାଇବେ। ଘରର ପରିବେଶ ଭଲ ରହିବ। ମହିଳାମାନେ ଅନ୍ଲାଇନ୍ରେ କିଣାକିଣି କରିବେ। | |
କାହା ସହ ଉଚ୍ଚସ୍ୱରରେ କଥା ହୁଅନ୍ତୁ ନାହିଁ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ତିଆରି କରିବାକୁ ପଡ଼ିବ। ମହିଳାମାନଙ୍କୁ ଘରଲୋକଙ୍କ ସାହାଯ୍ୟ ମିଳବ। | |
ଛୋଟଛୋଟ କଥାରେ ଖୁସି ତଲାସ କରିବାର ଅବସର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। | |
ଯୋଜନା ତିଆରି କରିବା ଲାଗି ଭଲ ଦିନଟିଏ | ସଂଘର୍ଷ କରିବା ପରେ ନିଶ୍ଚୟ ସଫଳ ହେବେ। ଘରୋଇ ସଂସ୍ଥାରେ ଚାକିରି କରୁଥିବା ଲୋକଙ୍କର ଦରମା ବୃଦ୍ଧି ଯୋଗ ଅଛି। | |
ଘନିଷ୍ଠ ଲୋଜଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ୱରୁ ପ୍ରେରଣା ନେବେ। ଛାତ୍ରକୁ ଶିକ୍ଷକଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବା | |
ବନ୍ଧୁ ଓ ସ୍ୱଜନଙ୍କ ସହ ସମ୍ବନ୍ଧାହୁରି ଭଲ ହେବ। କୋର୍ଟ କଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ବାପା ଓ ବଡ଼ ଭାଇଙ୍କ ସହଯୋଗରେ ନୂଆ ବେପାର ଅଗମ୍ଭ କରିବାକୁ ଭାବିପାରନ୍ତି। | |
ଆର୍ଥିକ ସଫଳତା ପାଇବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଭବିଷ୍ୟତ ଲାଗି ଯୋଜନା ତିଆରି କରିବେ। ପ୍ରିୟବନ୍ଧୁ ସହ କଥା ହୋଇ ମନ ଭଲ ଲାଗିବ। |
Odia Calendar 2022
Comments
comments