OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 14th March 2022

Odia Rashiphala

Odia Rashiphala

ବିଧି-ବିଧାନ ସମ୍ମତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ସନ୍ମାର୍ଗୀ ହେବେ। ଅକ୍ଷୟ କୀର୍ତ୍ତି ଅର୍ଜନ କରିପାରନ୍ତି । ଧୀର, ସ୍ଥିର ସ୍ୱଭାବର ହେବେ। କୃଷି କର୍ମରୁ ଲାଭବାନ୍ ହେବେ ।
ଧନ-ସମ୍ପଦ ପ୍ରାପ୍ତିସହିତ ସର୍ବସୁଖ ଭୋଗ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଧର୍ମ ଅର୍ଜନ ପାଇଁ ତତ୍ପର ହେବେ । ପ୍ରେମୀ ଓ ସାହସୀ ହେବେ । ଆତ୍ମବିଶ୍ୱାସୀ ହୋଇପାରନ୍ତି ।
ଆଶାବାଦୀ ହେବେ । ଗୁରୁକୃପା ଲାଭ କରିବେ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ । ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ବହୁ ମିତ୍ରଙ୍କ ସହାୟତା ମିଳିବ । ଭାଗ୍ୟଲକ୍ଷ୍ମୀଙ୍କ ସୁଦୟା ରହିଛି ।
ଉପୁଜିଥିବା ସଂକଟ ଦୂର ହେବ । ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶୂର୍ଯ୍ୟ ପ୍ରାପ୍ତି ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ବିଭିନ୍ନ ସୂତ୍ରରୂ ଅର୍ଥ ପ୍ରାପ୍ତିହେବ।
କାର୍ଯ୍ୟକ୍ଷେତ୍ରରେ ବାଧା-ବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଶାରୀରିକ ଓ ମାନସକି ସ୍ତରରେ ମାନ୍ଦାଭାବ ଉଦ୍ରେକ ହୋଇପାରେ । ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ମଧୁର କଥା କହି ପରକୁ ଆପଣାର କରିବେ ।
ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଅର୍ଥପ୍ରାପ୍ତି ସୂଚନା ମିଳୁଛି । ଅସାଧ୍ୟ ସାଧନ କରିପାରନ୍ତି ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଚେଷ୍ଟା ଶୁଭପ୍ରଦ ହେବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।
ବିବାଦୀୟ ଘଟଣାରେ ବିଜୟୀ ହେବେ । ବ୍ୟବସାୟ ଲାଭଜନକ ହେବ । ଭ୍ରମଣ ଯୋଗ ଅଛି । ଭାଗ୍ୟଲକ୍ଷ୍ମୀଙ୍କ ଶଭ ଦୃଷ୍ଟି ରହିଛି । ଦିନଟି ସୁଖ-ସମୃଧିପୂର୍ଣ୍ଣ ହେବ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଉନ୍ନତି ମୂଳକ କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି । ଶତ୍ରୁକୁ ପରାଜିତ କରି କ୍ଷମା ପ୍ରଦାନ କରିପାରନ୍ତି । ସାରାଦିନ ସତର୍କରେ ଚଳବେ ।
ସୈହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କାର୍ଯ୍ୟ ସମ୍ପାଦନ କରିବେ । ଉପୁଜିଥିବା ସମସ୍ୟା ଦୂର ହେବ । ବ୍ୟବସାୟ ଲାଭଜନକ ହେବ । ସେବା କାର୍ଯ୍ୟରେ ମନ ବଳାଇ ପାରନ୍ତି । ଧର୍ଯ୍ୟଶୀଳ ହେବେ । ପତ୍ନୀଙ୍କ ଅଧୀନ ହେବେ ।
ନିର୍ଭରଶୀଳ ହୋଇ ନିଜ ଇଚ୍ଛାରେ ଉଚିତ୍ କାର୍ଯ୍ୟ କରିବେ । ଆଶା ଫଳବତୀ ହେବ । ସମସ୍ୟା ଦୂର ହେବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହୋଇପାରନ୍ତି । କର୍ମକ୍ଷେତ୍ରରେ ଉଦ୍ୟମ ପ୍ରଶଂସନୀୟ ହେବେ ।
କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ଯୁକ୍ତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Order Odia Bhagyajyoti Calendar 2022 From OdishaShop.com

Comments

comments