OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 10th October 2022

Odia Rashiphala

Odia Rashiphala

ଇଲେକ୍ଟ୍ରୋନିକ୍ସ୍ ବ୍ୟବସାୟୀଙ୍କୁ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦ ମିଳିବ। କଲେଜରେ ନୂଆ ବନ୍ଧୁ ସୃଷ୍ଟି ହେବେ।
ଲୋକମାନେ ଆପଣଙ୍କ ବ୍ୟବହାରକୁ ପ୍ରଶଂସା କରିବେ। ସପରିବାର ସହ ବାହାରକୁ ବୁଲିଯିବାର ଯୋଜନା କରିବେ। ଅଫିସରେ କୌଣସି କାମକୁ ନେଇ ମାନସ ମନ୍ଥନ କରିବେ।
ଦିନଟି ବହୁତ ଶୁଭ। ନିଜ ଜୀବନ ଶୈଳୀରେ ପରିବର୍ତ୍ତନ କରିବେ। ଚାକିରିଆଙ୍କୁ ଉନ୍ନତିରେ ଅବସର ମିଳିବ। ପ୍ରେମ ସଂପର୍କ ମଜଭୁତ ହେବ। ଘରକୁ ଅଚାନକ ବନ୍ଧୁ ଆସିବେ।
ଦିନଟି ଆପଣଙ୍କ ଲାଗି ଲାଭ ଦାୟକ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ମାଆ ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇବେ। ବିରୋଧୀ ଆପଣଙ୍କ ଠାରୁ ଦୂରତ୍ୱ ବଜାୟ ରଖିବେ।
ଇସ୍ପାତ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ନୂଆ ଯାନ କିଣିବା ଲାଗି ନିଷ୍ପତ୍ତି ନେଇପାରନ୍ତି। ଚାକିରି ବଦଳାଇବା ପାଇଁ ବିଚାର କରିବେ। ଘରେ କୌଣସି ଉତ୍ସବ ହୋଇପାରେ।
ଦିନଟି ଆପଣଙ୍କ ଲାଗି ନୂଆ ସଂକେତେ ନେଇ ଆସିଛି। ଭାଗ୍ୟର ପୂରା ସହଯୋଗ ପାଇବେ। ପରିବାରର ଦାୟିତ୍ୱ ଭଲଭାବେ ବୁଝିବେ। ଲେଖକ ନୂଆ ପୁସ୍ତକ ଲେଖିପାରନ୍ତି।
କ୍ୟାରିୟରକୁ ସୁନ୍ଦର କରିବା ଲାଗି ଯୋଜନା କରିବେ। ଭାଇ ଭଉଣୀଙ୍କ ସହ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଭଲ ଲାଭ ପାଇବେ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ।
ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। କାମ କରିବା ପାଇଁ ନୂଆ କୌଶଳ ଶିଖିବେ। ନକରାତ୍ମକ ଚିନ୍ତାରୁ ଦୂରରେ ରୁହନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।
ଭାଗୀଦାରୀରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ପରାମର୍ଶ ନିଅନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ। ପିଲାମାନଙ୍କ ସହ ବାହାରକୁ ବୁଲିଯିବେ।
ରାଜନେତା ନୂଆ କାମ କରିବା ଲାଗି ଉତ୍ସୁକ ହେବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଅଫିସରେ କେବଳ ନିଜ କାମରେ ମନ ଦିଅନ୍ତୁ।
ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଅଫିସରେ ନୂଆ କାମ ମିଳିବା ଯୋଗୁଁ ଖୁସି ହେବେ। ଆର୍ଥିକ ସ୍ଥିତ୍ତି ସ୍ୱଚ୍ଛଳ ହେବ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments