OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 9th September 2022

Odia Rashiphala

Odia Rashiphala

ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ନିଜର ଉଦ୍ଦେଶ୍ୟ ସାଧନ ପାଇଁ ସାହାଯ୍ୟ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ସୁସମ୍ବାଦ ପାଇବେ ପ୍ରେମରେ ମଧୁରତା ବଜାୟ ରହିବ।
କାରବାର ବୃଦ୍ଧି ପାଇଁ ଭଲ ଅବସର ପାଇବେ। ଆପଣଙ୍କ ମନ ପସନ୍ଦର କଂପାନିରେ ସାକ୍ଷାତକାର ଲାଗି ଡାକରା ଆସିବ। ଦାମ୍ପତ୍ୟ ଜୀବନରେ ଦୂରତ୍ୱ ସମାପ୍ତ ହେବ। ସ୍ଵାସ୍ଥ୍ୟ ଭଲ ରହିବ।
ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। ବନ୍ଧୁ ସାହାଯ୍ୟରେ ରୋଜଗାର ପାଇବେ ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ।
କାର୍ଯ୍ୟକ୍ଷେତ୍ରରେ ସକ୍ରିୟ ରହିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ। ମହିଳାମାନଙ୍କୁ ବଡ଼ ସଫଳତା ମିଳିପାରେ।
ବାପାମାଆଙ୍କର ସହଯୋଗ ପାଇବେ କାରବାରରେ ଅଶାଠୁଁ ଅଧିକ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଚାକିରିରେ ପଦୋନ୍ନତି ମିଳିପାରେ।
କ୍ୟାରିୟର ଲାଗି ଦିନଟି ବହୁତ ଭଲ। ଉଦ୍ୟମରେ ସକାରାତ୍ମକ ଫଳ ପାଇବେ। କୋର୍ଟ ଫଇସଲା ଆପଣଙ୍କ ପକ୍ଷର ହୋଇପାରେ। ମହିଳାମାନେ କାମରେ ବ୍ୟସ୍ତ ରହିବେ।
ଚାକିରିଆଙ୍କୁ ଭଲ ସୁଯୋଗ ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ।
ବ୍ୟବସାୟ କାମରେ ଦୂର ସ୍ତାନକୁ ଯିବେ। ନିକଟ ସଂପର୍କୀୟ ଆପଣଙ୍କର ଲକ୍ଷ୍ୟଭ୍ରଷ୍ଟ କରିବେ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ଆସିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଚାକିରିଆଙ୍କୁ ଉନ୍ନତିର ଅବସର ମିଳିବ। ଛାତ୍ର ଉତ୍ତମ ଫଳ ହାସଲ କରିବେ।
କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ପାଇବେ। କାରବାରରେ ବକେୟା ଅର୍ଥ ପାଇବେ। ଜୀବନସାଥୀଠୁଁ କୌଣସି ଉପହାର ପାଇବେ। ଘର ମରାମତି ପାଇଁ ଦିନଟି ଶୁଭ।
ବ୍ୟବସାୟରେ ସାହସର ସହ କାମ କରିବେ। ଅଚାନକ ଧନଲାଭ ହେବ। ସନ୍ତାନ ଠାରୁ ଖୁସି ଖବର ପାଇବେ ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। ବେପାର ନେଇ ମନକୁ ନୂଆ ବିଚାର ଆସିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments