OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 8th July 2022

Odia Rashiphala

Odia Rashiphala

ପରିବାର ସହିତ ଅଧିକ ସମୟ କାଟିବେ। ବେପାରରେ ବୃଦ୍ଧି ହେବ। ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କତ୍ତୃପକ୍ଷ ଖୁ୍ସି ହେବେ।
ଆପଣ ଏଭଳି କିଛି ହାସଲ କରିବେ ଯାହା ପାଇଁ ଦୀର୍ଘଦିନ ଅପେକ୍ଷା କରିଥିଲେ ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ଭଲ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ।
ସମାଜରେ ଯଶ ଖ୍ୟାତି ବଢ଼ିବ କୋର୍ଟର ଫଇସଲା ଅପଣଙ୍କ ପକ୍ଷରେ ହୋଇପାରେ ବ୍ୟବସାୟୀଙ୍କୁ ଧନଲାଭ ହେବ ପାରିବାରିକ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ।
ନୂଆ ପ୍ରସଙ୍ଗରେ ବିଚାର କରିବେ ଅନ୍ୟମାନଙ୍କ ସମ୍ମୁଖରେ ନିଳ କଥା.ଲଲଭାବେ ଗଖିପାରିବେ ଆୟରେ ବୃଦ୍ଧି ହେବ। ବ୍ୟବସାୟ କାମରେ ଯୋଗ ଯାତ୍ରା ରହିଛି।
ଜ୍ଞାନ ଓ ଭଲି ବିଚାରରେ ବୃଦ୍ଧି ହେବ। ଅପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ଵ ଆସିପାରେ ଧନଧାନ୍ୟ ବୃଦ୍ଧି ହେବ। ପରିବାର ସହିତ ଅନନ୍ଦପୂର୍ବକ ସମୟ ଅତିବାହିତ କରିବେ।
କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଇଂଜିନିୟରଙ୍କ ଲାଗି ଦିନଟି ଲା୍ଭପ୍ରଦା ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
କାମ ସମ୍ପର୍କିତ ଚେଷ୍ଟା ସଫଳ ହେବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଅସିପାରେ। ଛାତ୍ରଙ୍କୁ ସଫଳତା ମିଳିବାର ସମ୍ବାବନା ଅଛି।
ଚାକିରିଆଙ୍କ ଲାଗି ଭଲ ଦିନଟିଏ ଆପଣଙ୍କୁ ପ୍ରଚୁର ସମ୍ମାନ ମିଳିବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ମିଷ୍ଟତା ଭରି ରହିବ।
କାହାରି ଉପରେ ଭରସା କରିବାରୁ ନିବୃତ୍ତ ରୁହନ୍ତୁ ଆପଣଙ୍କ ସମସ୍ୟାର ସମାଧାନ ବାହାରିବା ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ପ୍ରଗାଡ଼ତା ଆସିବା ଛାତ୍ର ଖୁସି ଖବର ପାଇବେ।
କ୍ୟାରିୟର ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ ଆପଣଙ୍କ ସମସ୍ୟାର ସମାଧାନ ବାହାରିବା ସାମାଜିକ କାର୍ଯ୍ୟ କରିବାର ଆପଣଙ୍କର ଆଗ୍ରହ ବଢ଼ିବ।
କ୍ୟାରିୟରରେ ଉନ୍ନତିର ନୂଆ ରାସ୍ତା ଖୋଲିବ। ଅଚାନକ୍‌ ଧନଲାଇ ହେବ ପୂରୁଣା ବନ୍ଧୁ ସହିତ ମିଶିବା ପାଇଁ ମନରେ ଇଚ୍ଛା ଜାଗ୍ରତ ହେବ। ପାରିବାରିକ ଜୀବନ ସୁଖମୟ ହେବ।
ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କ ଯୋଗାଯୋଗ ତାଲିକାରେ କିଛି ନୂଆ ଲୋକ ଯୋଡ଼ିବେ ଧନ ସଂପତ୍ତି ବୃଦ୍ଧି ପାଇବ। ଛାତ୍ରଙ୍କ ଲାଗି ଦିନଟି ଲାଇପ୍ରଦ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments