![]() |
ପରିବାର ସହିତ ଅଧିକ ସମୟ କାଟିବେ। ବେପାରରେ ବୃଦ୍ଧି ହେବ। ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କତ୍ତୃପକ୍ଷ ଖୁ୍ସି ହେବେ। |
ଆପଣ ଏଭଳି କିଛି ହାସଲ କରିବେ ଯାହା ପାଇଁ ଦୀର୍ଘଦିନ ଅପେକ୍ଷା କରିଥିଲେ ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ଭଲ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। | |
ସମାଜରେ ଯଶ ଖ୍ୟାତି ବଢ଼ିବ କୋର୍ଟର ଫଇସଲା ଅପଣଙ୍କ ପକ୍ଷରେ ହୋଇପାରେ ବ୍ୟବସାୟୀଙ୍କୁ ଧନଲାଭ ହେବ ପାରିବାରିକ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। | |
ନୂଆ ପ୍ରସଙ୍ଗରେ ବିଚାର କରିବେ ଅନ୍ୟମାନଙ୍କ ସମ୍ମୁଖରେ ନିଳ କଥା.ଲଲଭାବେ ଗଖିପାରିବେ ଆୟରେ ବୃଦ୍ଧି ହେବ। ବ୍ୟବସାୟ କାମରେ ଯୋଗ ଯାତ୍ରା ରହିଛି। | |
ଜ୍ଞାନ ଓ ଭଲି ବିଚାରରେ ବୃଦ୍ଧି ହେବ। ଅପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ଵ ଆସିପାରେ ଧନଧାନ୍ୟ ବୃଦ୍ଧି ହେବ। ପରିବାର ସହିତ ଅନନ୍ଦପୂର୍ବକ ସମୟ ଅତିବାହିତ କରିବେ। | |
କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଇଂଜିନିୟରଙ୍କ ଲାଗି ଦିନଟି ଲା୍ଭପ୍ରଦା ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। | |
କାମ ସମ୍ପର୍କିତ ଚେଷ୍ଟା ସଫଳ ହେବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଅସିପାରେ। ଛାତ୍ରଙ୍କୁ ସଫଳତା ମିଳିବାର ସମ୍ବାବନା ଅଛି। | |
ଚାକିରିଆଙ୍କ ଲାଗି ଭଲ ଦିନଟିଏ ଆପଣଙ୍କୁ ପ୍ରଚୁର ସମ୍ମାନ ମିଳିବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ମିଷ୍ଟତା ଭରି ରହିବ। | |
କାହାରି ଉପରେ ଭରସା କରିବାରୁ ନିବୃତ୍ତ ରୁହନ୍ତୁ ଆପଣଙ୍କ ସମସ୍ୟାର ସମାଧାନ ବାହାରିବା ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ପ୍ରଗାଡ଼ତା ଆସିବା ଛାତ୍ର ଖୁସି ଖବର ପାଇବେ। | |
କ୍ୟାରିୟର ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ ଆପଣଙ୍କ ସମସ୍ୟାର ସମାଧାନ ବାହାରିବା ସାମାଜିକ କାର୍ଯ୍ୟ କରିବାର ଆପଣଙ୍କର ଆଗ୍ରହ ବଢ଼ିବ। | |
କ୍ୟାରିୟରରେ ଉନ୍ନତିର ନୂଆ ରାସ୍ତା ଖୋଲିବ। ଅଚାନକ୍ ଧନଲାଇ ହେବ ପୂରୁଣା ବନ୍ଧୁ ସହିତ ମିଶିବା ପାଇଁ ମନରେ ଇଚ୍ଛା ଜାଗ୍ରତ ହେବ। ପାରିବାରିକ ଜୀବନ ସୁଖମୟ ହେବ। | |
ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କ ଯୋଗାଯୋଗ ତାଲିକାରେ କିଛି ନୂଆ ଲୋକ ଯୋଡ଼ିବେ ଧନ ସଂପତ୍ତି ବୃଦ୍ଧି ପାଇବ। ଛାତ୍ରଙ୍କ ଲାଗି ଦିନଟି ଲାଇପ୍ରଦ। |
Odia Calendar 2022
Comments
comments