OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 7th October 2022

Odia Rashiphala

Odia Rashiphala

ନିଜ କାମର ପ୍ରଶଂସା ଓ ପୁରଷ୍କାର ପାଇବେ। ପ୍ରିୟ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ବ୍ୟବସାୟରେ ବିକି ବଢ଼ି ଲାଭ ହେବ। ଜୀବନସାଥୀ ସହ ଘରେ ସିନେମା ଦେଖିବେ।
ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କାହାରି ପ୍ରତି ଆକର୍ଷିତ ଅନୁଭବ କରିବେ। ବେକାରଙ୍କୁ ରୋଜଗାର ମିଳିବାର ସମ୍ବାବନା। ସନ୍ତାନ ସମ୍ବନ୍ଧରେ ଚିନ୍ତା ଦୂର ହେବ।
ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇବେ। କୌଣସି କଥାକୁ ନେଇ ଭାବୁକ ରହିବେ। ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ।
ଯେଉଁ କାମ କରିବାକୁ ଚାହିଁବେ ତାକୁ ମନପ୍ରାଣ ଢାଳି ପୂରା କରିଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ଦୂରସ୍ଥାନକୁ ଯିବେ। ପାରିବାରିକ ଜୀବନ ସୁଖକର ହେବ।
ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ସମାଜିକ ମିଳାମିଶା ବଢ଼ିବ। ବ୍ୟବସାୟରେ ପରିବାରର ସହଯୋଗ ପାଇବେ।
ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ। ପ୍ରଶାସନିକ କାମ ଧୈର୍ଯ୍ୟର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ। ପ୍ରେମ ସମ୍ବନ୍ଧ ମଧୁର ହେବ।
ଜୀବନସାଥୀର ସମର୍ଥନ ଓ ପ୍ରେମ ପାଇବେ। ଧାର୍ମିକାର୍ଯ୍ୟରେ ଖର୍ଚ କରିପାରନ୍ତି ସମ୍ମାନିତ ଲୋକଙ୍କ ସହ ମିଶିବୋ। କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ।
ସୁଖୀ ସୌଭାଗ୍ୟ ମିଳିବାର ଦିନଟିଏ। ନୂଆ ଅଧ୍ୟାପନା ଲାଗି ସୁଯୋଗ ଆସିବା ରାଜନୀତିରେ ସଫଳତା ପାଇବେ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।
ଲକ୍ଷ୍ୟକୁ ନେଇ ଯାତ୍ରା ସଂପୂର୍ଣ କରିବେ। ନୂଆ ଲୋକଙ୍କ ସହ ସାକ୍ଷାତରେ ଆପଣଙ୍କୁ ଲାଭ ହେବ। ଘରର ବାତାବରଣ ଶାନ୍ତିମୟ ରହିବ। ବିବାହ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ।
କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ କାହାରି ସହ ବନ୍ଧୁତା ହୋଇପାରେ। ଜମି କିଣିବା ଲାଗି ସୁନ୍ଦର ଯୋଗ ଅଛି। ଛାତ୍ରର ଲେଖାପଢାରେ ରୁଚି ବଢ଼ିବ।
ଆପଣଙ୍କର ସକରାତ୍ମକ ଭାବନା ଆଗକୁ ବଢ଼ିବାରେ ସହାୟକ ହେବ। ଅଫିସ କାମ ସହଜରେ ଶେଷ ହେବ। ବିରୋଧୀ ଗୁପ୍ତରୂପେ ପ୍ରଶଂସା କରିବେ ପ୍ରେମ ଜୀବନ ଭଲ ହେବ।
କାମରେ ସକରାତ୍ମକ ପରିଣାମ ପାଇବେ। ପୁଞ୍ଜି ବଜାରରେ ନିବେଶ କଲେ ଭବିଷ୍ୟତରେ ଲାଭ ପାଇବେ। ଶାସନରେ ଥିବା ଲୋକଙ୍କ ସହ ସଂପର୍କ ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments