![]() | ନିଜ କାମର ପ୍ରଶଂସା ଓ ପୁରଷ୍କାର ପାଇବେ। ପ୍ରିୟ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ବ୍ୟବସାୟରେ ବିକି ବଢ଼ି ଲାଭ ହେବ। ଜୀବନସାଥୀ ସହ ଘରେ ସିନେମା ଦେଖିବେ। |
ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କାହାରି ପ୍ରତି ଆକର୍ଷିତ ଅନୁଭବ କରିବେ। ବେକାରଙ୍କୁ ରୋଜଗାର ମିଳିବାର ସମ୍ବାବନା। ସନ୍ତାନ ସମ୍ବନ୍ଧରେ ଚିନ୍ତା ଦୂର ହେବ। | |
ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇବେ। କୌଣସି କଥାକୁ ନେଇ ଭାବୁକ ରହିବେ। ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। | |
ଯେଉଁ କାମ କରିବାକୁ ଚାହିଁବେ ତାକୁ ମନପ୍ରାଣ ଢାଳି ପୂରା କରିଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ଦୂରସ୍ଥାନକୁ ଯିବେ। ପାରିବାରିକ ଜୀବନ ସୁଖକର ହେବ। | |
ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ସମାଜିକ ମିଳାମିଶା ବଢ଼ିବ। ବ୍ୟବସାୟରେ ପରିବାରର ସହଯୋଗ ପାଇବେ। | |
ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ। ପ୍ରଶାସନିକ କାମ ଧୈର୍ଯ୍ୟର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ। ପ୍ରେମ ସମ୍ବନ୍ଧ ମଧୁର ହେବ। | |
ଜୀବନସାଥୀର ସମର୍ଥନ ଓ ପ୍ରେମ ପାଇବେ। ଧାର୍ମିକାର୍ଯ୍ୟରେ ଖର୍ଚ କରିପାରନ୍ତି ସମ୍ମାନିତ ଲୋକଙ୍କ ସହ ମିଶିବୋ। କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ। | |
ସୁଖୀ ସୌଭାଗ୍ୟ ମିଳିବାର ଦିନଟିଏ। ନୂଆ ଅଧ୍ୟାପନା ଲାଗି ସୁଯୋଗ ଆସିବା ରାଜନୀତିରେ ସଫଳତା ପାଇବେ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। | |
ଲକ୍ଷ୍ୟକୁ ନେଇ ଯାତ୍ରା ସଂପୂର୍ଣ କରିବେ। ନୂଆ ଲୋକଙ୍କ ସହ ସାକ୍ଷାତରେ ଆପଣଙ୍କୁ ଲାଭ ହେବ। ଘରର ବାତାବରଣ ଶାନ୍ତିମୟ ରହିବ। ବିବାହ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ। | |
କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ କାହାରି ସହ ବନ୍ଧୁତା ହୋଇପାରେ। ଜମି କିଣିବା ଲାଗି ସୁନ୍ଦର ଯୋଗ ଅଛି। ଛାତ୍ରର ଲେଖାପଢାରେ ରୁଚି ବଢ଼ିବ। | |
ଆପଣଙ୍କର ସକରାତ୍ମକ ଭାବନା ଆଗକୁ ବଢ଼ିବାରେ ସହାୟକ ହେବ। ଅଫିସ କାମ ସହଜରେ ଶେଷ ହେବ। ବିରୋଧୀ ଗୁପ୍ତରୂପେ ପ୍ରଶଂସା କରିବେ ପ୍ରେମ ଜୀବନ ଭଲ ହେବ। | |
କାମରେ ସକରାତ୍ମକ ପରିଣାମ ପାଇବେ। ପୁଞ୍ଜି ବଜାରରେ ନିବେଶ କଲେ ଭବିଷ୍ୟତରେ ଲାଭ ପାଇବେ। ଶାସନରେ ଥିବା ଲୋକଙ୍କ ସହ ସଂପର୍କ ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। |
Odia Calendar 2022
Comments
comments