OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 5th August 2022

Odia Rashiphala

Odia Rashiphala

ବକେୟା ଅର୍ଥ ପାଇବେ। ଭାଗୀଦାରି ବ୍ୟବସାୟରେ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବା ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ।
ସୁସମ୍ବାଦ ପାଇବେ। ଆପଣଙ୍କ ରଚନାତ୍ନକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ବେପାରରେ ଲାଭ ହେବା ଜୀବନସାଥୀଙ୍କ ସହ ଖୁସିର ମୂହୂର୍ତ୍ତ ଅତିବାହିତ କରିବେ।
ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ବାପା ମାଆଙ୍କ ସାହାଯ୍ୟ ମିଳିବା ଯୋଗୁଁ ବିଶେଷ କାର୍ଯ୍ୟ ସଂପୂର୍ଣ୍ଣ ହେବ। ସମ୍ବନ୍ଧରେ ଭାରସାମ୍ୟ ବଜାୟ ରଖନ୍ତୁ।
ଅନ୍ୟମାନଙ୍କ କାମରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ। ସନ୍ତାନ ସୁଖ ପାଇବେ। ବ୍ୟବସାୟ ବଢ଼ାଇବା ଲାଗି ବିଚାର କରିବେ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ପ୍ରସନ୍ନ ରହିବ।
ଅଫିସରେ ଆପଣଙ୍କ ବେଶଭୂଷା ପ୍ରଶଂସିତ ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ବାଣିଜ୍ୟ ଛାତ୍ରଙ୍କୁ ନିଜ ସାଥୀଙ୍କ ସହଯୋଗ ମିଳିବ।
ଆପଣଙ୍କୁ ରୋଜଗାରର ନୂଆ ଅବସର ପ୍ରାପ୍ତ ହେବ। ପରିବାର ସହ ଆପଣଙ୍କ ସମ୍ପନ୍ଧ ମଜଭୂତ ହେବ। କୋର୍ଟ୍‌ କଚେରି ମାମଲାରେ ଫଇସଲା ଆସିବାରେ ବିଳମ୍ବ ହେବ।
ଭବିଷ୍ୟତ ସମ୍ପର୍କରେ ବିଚାର ବିମର୍ଶ କରିବେ। ପରିବାର ଲୋକଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ। ଘରକୁ କୌଣସି ବନ୍ଧୁ ଆସିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
ଆପଣ ସବୁ କାମ ସମ୍ଭାଳି ନେବେ। ସାଥିରେ କାମ କରୁଥିବା ଲୋକ ସହଯୋଗ କରିବେ। ଲାଭର ଅବସର ପାଇବେ ଛାତ୍ରଛାତ୍ରୀ ପାଠରେ ପ୍ରତିଯୋଗିତା କରିବେ।
ବାକିଥିବା କାମ ସଂପୂର୍ଣ୍ଣ ହୋଇପାରେ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ କରିବା ପାଇଁ ଭାବିବେ ଘରକୁ ବନ୍ଧୁଙ୍କ ଯିବା ଆସିବା ଲାଗି ରହିବ। ଗଣମାଧ୍ୟମ କର୍ମୀଙ୍କ କାମର ପ୍ରଶଂମା ହେବ।
ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ଭାବିଥିବା କାମ କରିବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ। ପାରିବାରିକ ଜୀବନ ସୁଖମୟ ହେବ।
ନୂଆ କାମର ଯୋଜନା ପ୍ରସ୍ତୃତ କରିବେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ମିଳିବ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ପାଇବେ ଚାକିରିରେ ପଦୋନ୍ନତି ହୋଇପାରେ।
ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ୱପୂର୍ଣ୍ଣ ରୋଜଗାର ପାଇଁ ଉଚିତ ଅବସର ପାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments