OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 4th March 2022

Odia Rashiphala

Odia Rashiphala

ଏକାନ୍ତରେ ମୌନ ରହି ତପ ସାଧନାରେ ବ୍ରତୀ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ରାଜଯୋଗ ପ୍ରାପ୍ତିର ସୌଭାଗ୍ୟ ଅଛି । ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ । ମଧରୁଭାଷୀ ହେବେ ।
ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଯଶସ୍ୱୀ ହେବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଅମୃତ ହସ୍ତା ହୋଇପାରନ୍ତି ।
ମନ ପ୍ରସନ୍ନ ରହିବ । କୁଳ ଉଜ୍ଜ୍ୱଳ କାରୀ ହେବେ । କାର୍ଯ୍ୟଧାରା ସାଫଲ୍ୟ ମଣ୍ଡିତ ହେବ । ଦୟାଦ୍ର୍ ଚିତ୍ତ ହେବେ । ବାଣିଜ୍ୟ କାରବାର ବୃଦ୍ଧି ପାଇ ଯଶସ୍ୱୀ ହେବେ । ପାରବାରିକ ସ୍ନେହ ଶ୍ରଦ୍ଧା ରହିବ ।
ଭାଗ୍ୟଶାଳୀ ହେବେ । ବିଳାସବ୍ୟସନରେ ବୁଡ଼ିରହିପାରନ୍ତି । ଦିନଟି ସୁଖ-ସମୃଧି ପୁର୍ଣ୍ଣ ହେବ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ପତ୍ନୀଙ୍କ ମନସ୍କାମନା ପରୂଣ କରି ଆତ୍ମସନ୍ତୋଷ ଲାଭ କରିବେ ।
ପ୍ରତିହିଂସା ପରାୟଣ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଆଶା ମରୁମରୀଚିକା ପରି ଛଳନାମୟୀ ହୋଇପାରେ । ଅସୁସ୍ଥତା ଅନୁଭବ କରିବେ । ସତର୍କତାର ସହ ଦିନଟି କାଟିବେ ।
କାୟୋ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି । ଉତ୍ସର୍ଗୀକୃତ ମନୋଭାବ ନେଇ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧର୍ଯ୍ୟଶୀଳ ହେବେ । ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ ।
ଦୃଢ଼ ମନୋବଳ ନେଇ ଅସାଧ୍ୟ ସାଧନ କରିପାରନ୍ତି । ଚାକିରି କ୍ଷେତ୍ରରେ ସୁନାମଧନ୍ୟ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହୋଇପାରନ୍ତି । ସଶକ୍ତ ଆତ୍ମବଳରେ ବଳୀୟାନ୍ ହେବେ ।
କର୍ମଚଞ୍ଚଳ ରହିବେ। ସୃଜନଶୀଳ ମନୋଭାବର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱସମ୍ପନ୍ନ ହେବେ ।
ଉଦାର ସ୍ୱଭାବ ଓ ଦାନଶୀଳ ହେବେ । ସୁସ୍ଥ ଓ ନିରାମୟ ରହିବେ । ବୁଦ୍ଧିମାନ୍ ଓ ପ୍ରେମୀ ହୋଇପାରନ୍ତି । ପରମାତ୍ମା ଆପଣଙ୍କୁ ସନ୍ମାର୍ଗରେ ପ୍ରେରିତ କରିପାରନ୍ତି । ଯାନବାହନ ସୁଖ ମିଳିବ ।
ସର୍ବ ସୁଖର ଅଧିକାରୀ ହେବେ । ବିବାଦରେ ବିଜୟୀ ହେବେ । ମନ ପ୍ରସନ୍ନ ରହିବ । ପରର ଉପକାର କରି ସ୍ୱର୍ଗସୁଖ ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।
ଭାଗ୍ୟବଳରେ ବଳୀୟାନ ହେବେ । କର୍ମବଳ ଆପଣଙ୍କୁ ମହାନ୍ କରି ଗଢ଼ିତୋଳିବ । ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧରୁଭାଷୀ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଆତ୍ମଶକ୍ତିକୁ ଜାଗ୍ରତ କରିବ ।
ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ । ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛ । ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିପାରନ୍ତି । ମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭ ହେବ । ସୁସ୍ୱାଦୁ ଭୋଜନ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments