OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 3rd Jun 2022

Odia Rashiphala

Odia Rashiphala

ଦିନ ଭିତରେ ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ। କାର୍ଯ୍ୟରେ ସଫଳ ହେବେ; ମାତ୍ର ବିଳମ୍ବରେ। ସୁସ୍ଥ ରହିବେ। ବ୍ୟବସାୟ ଭଲରେ ଚାଲିବ। ଚାକିରିରେ ବିବ୍ରତ ହୋଇପାରନ୍ତି।ବିଦ୍ୟାର୍ଥୀଙ୍କ ଶୁଭଫଳ।
କାର୍ଯ୍ୟରେ ଆଗୁସାର ହେବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଆୟ ଆଶାନୁରୂପ ହେବ। ଚାକିରିରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ଧନାଗମ ହେବାର ସୂଚନା ମିଳୁଛି। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ଚାକିରିରେ ସ୍ୱନାମଧନ୍ୟ ହେବେ। ବିଦ୍ୟାର୍ଥୀମାନେ ମନୋଯୋଗୀ ହେବେ।
ସାରାଦିନ କାର୍ଯ୍ୟବ୍ୟସ୍ତ ରହିପାରନ୍ତି।ପରିଶ୍ରମର ମୂଲ୍ୟ ମିଳିବ। ଆୟଠାରୁ ବ୍ୟୟ ଅଧିକ ହୋଇପାରେ। ଚାକିରିରେ ଅସ୍ଥିରତା ଦେଖା ଦେବ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।
ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଧନ ମିଳିବ। ସମ୍ମାନିତ ହେବେ। କାର୍ଯ୍ୟରେ୍ ଅପୂର୍ବ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ଉଦ୍ୟମ ସଫଳ ହେବ।
କୀର୍ତ୍ତିମାନ ହେବେ। ସରକାରୀ କୃପାଲାଭ କରିପାରନ୍ତି। ଆର୍ଥିକ ସ୍ଥିତି ଦୃଢ଼ ରହିବ। ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟରେ ଢେର ଉନ୍ନତି ଘଟିବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।
ଆଶା ଫଳବତୀ ହେବ। ସୁସ୍ଥ ରହିବେ। ଆୟ ବୃଦ୍ଧି ସୂଚନା ମିଳୁଛି। ଦାନ-ଧ୍ୟାନ କରିପାରନ୍ତି।ଚାକିରିରେ ସୁନାମ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀ ସଫଳ ହେବେ।
ଧୀରେ ସୁସ୍ଥେ କାର୍ଯ୍ୟରେ ଆଗକୁ ବଢ଼ିବେ। ମନ ବିଚଳିତ ହୋଇପାରେ। ଆୟ-ବ୍ୟୟ ସମାନ୍ତରାଳ ଗତିକରିବ। ଚାକିରିରେ ଉତ୍ସାହ ବୃଦ୍ଧି ହେବ। ବିଦ୍ୟାର୍ଥୀଙ୍କ ଶୁଭଫଳ।
କାର୍ଯ୍ୟରେ ଢେର ଉନ୍ନତିଘଟିବ। ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିପାରନ୍ତି।ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଗୃହ କାର୍ଯ୍ୟରେ ପତ୍ନୀଙ୍କ ସହାୟତା ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେ‌ବେ।
ଉପୁଜିଥିବା ସମସ୍ୟାକୁ ଏଡ଼ାଇ ଆଗକୁ ଚାଲିପାରନ୍ତି।ମନୋବଳ ଦୃଢ଼ ରହିବ। ଆୟ ବୃଦ୍ଧି ସୂଚନା ମିଳୁଛି। ଶତ୍ରୁକୁ ପରାସ୍ତ କରିପାରନ୍ତି। କରଜ ଶୁଝିବାରେ ସକ୍ଷମ ହେବେ। ବିଦ୍ୟାର୍ଥୀମାନେ ଆଗକୁ ବଢ଼ିବେ।
ବୁଦ୍ଧି ପ୍ରୟୋଗକରି କାର୍ଯ୍ୟରେ ଆଗେଇବେ। ସ୍ୱଳ୍ପ ପରିମାଣର ଆୟ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟରେ ମଧ୍ୟମ ଫଳ ମିଳିବ। ବିଦ୍ୟାର୍ଥୀ ମନୋଯୋଗୀ ହେବେ।
ବିଭିନ୍ନ ସ୍ତରରୁ ସାହାଯ୍ୟ ପାଇ ଆଗକୁବଢ଼ିବେ। ସୁସ୍ଥ ରହିବେ। ମନୋବଳ ଦୃଢ଼ ହେବ। ଆୟ ମଧ୍ୟମ ଧରଣର ହେବ। ଚାକିରିରେ ସୁନାମ ଅର୍ଜନ କରିବେ। ବିଦ୍ୟାର୍ଥୀ ସୁଖୀ ରହିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments