![]() |
ଦିନ ଭିତରେ ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ। କାର୍ଯ୍ୟରେ ସଫଳ ହେବେ; ମାତ୍ର ବିଳମ୍ବରେ। ସୁସ୍ଥ ରହିବେ। ବ୍ୟବସାୟ ଭଲରେ ଚାଲିବ। ଚାକିରିରେ ବିବ୍ରତ ହୋଇପାରନ୍ତି।ବିଦ୍ୟାର୍ଥୀଙ୍କ ଶୁଭଫଳ। |
କାର୍ଯ୍ୟରେ ଆଗୁସାର ହେବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଆୟ ଆଶାନୁରୂପ ହେବ। ଚାକିରିରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। | |
ଧନାଗମ ହେବାର ସୂଚନା ମିଳୁଛି। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ଚାକିରିରେ ସ୍ୱନାମଧନ୍ୟ ହେବେ। ବିଦ୍ୟାର୍ଥୀମାନେ ମନୋଯୋଗୀ ହେବେ। | |
ସାରାଦିନ କାର୍ଯ୍ୟବ୍ୟସ୍ତ ରହିପାରନ୍ତି।ପରିଶ୍ରମର ମୂଲ୍ୟ ମିଳିବ। ଆୟଠାରୁ ବ୍ୟୟ ଅଧିକ ହୋଇପାରେ। ଚାକିରିରେ ଅସ୍ଥିରତା ଦେଖା ଦେବ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ। | |
ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଧନ ମିଳିବ। ସମ୍ମାନିତ ହେବେ। କାର୍ଯ୍ୟରେ୍ ଅପୂର୍ବ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ଉଦ୍ୟମ ସଫଳ ହେବ। | |
କୀର୍ତ୍ତିମାନ ହେବେ। ସରକାରୀ କୃପାଲାଭ କରିପାରନ୍ତି। ଆର୍ଥିକ ସ୍ଥିତି ଦୃଢ଼ ରହିବ। ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟରେ ଢେର ଉନ୍ନତି ଘଟିବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ। | |
ଆଶା ଫଳବତୀ ହେବ। ସୁସ୍ଥ ରହିବେ। ଆୟ ବୃଦ୍ଧି ସୂଚନା ମିଳୁଛି। ଦାନ-ଧ୍ୟାନ କରିପାରନ୍ତି।ଚାକିରିରେ ସୁନାମ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀ ସଫଳ ହେବେ। | |
ଧୀରେ ସୁସ୍ଥେ କାର୍ଯ୍ୟରେ ଆଗକୁ ବଢ଼ିବେ। ମନ ବିଚଳିତ ହୋଇପାରେ। ଆୟ-ବ୍ୟୟ ସମାନ୍ତରାଳ ଗତିକରିବ। ଚାକିରିରେ ଉତ୍ସାହ ବୃଦ୍ଧି ହେବ। ବିଦ୍ୟାର୍ଥୀଙ୍କ ଶୁଭଫଳ। | |
କାର୍ଯ୍ୟରେ ଢେର ଉନ୍ନତିଘଟିବ। ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିପାରନ୍ତି।ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଗୃହ କାର୍ଯ୍ୟରେ ପତ୍ନୀଙ୍କ ସହାୟତା ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। | |
ଉପୁଜିଥିବା ସମସ୍ୟାକୁ ଏଡ଼ାଇ ଆଗକୁ ଚାଲିପାରନ୍ତି।ମନୋବଳ ଦୃଢ଼ ରହିବ। ଆୟ ବୃଦ୍ଧି ସୂଚନା ମିଳୁଛି। ଶତ୍ରୁକୁ ପରାସ୍ତ କରିପାରନ୍ତି। କରଜ ଶୁଝିବାରେ ସକ୍ଷମ ହେବେ। ବିଦ୍ୟାର୍ଥୀମାନେ ଆଗକୁ ବଢ଼ିବେ। | |
ବୁଦ୍ଧି ପ୍ରୟୋଗକରି କାର୍ଯ୍ୟରେ ଆଗେଇବେ। ସ୍ୱଳ୍ପ ପରିମାଣର ଆୟ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟରେ ମଧ୍ୟମ ଫଳ ମିଳିବ। ବିଦ୍ୟାର୍ଥୀ ମନୋଯୋଗୀ ହେବେ। | |
ବିଭିନ୍ନ ସ୍ତରରୁ ସାହାଯ୍ୟ ପାଇ ଆଗକୁବଢ଼ିବେ। ସୁସ୍ଥ ରହିବେ। ମନୋବଳ ଦୃଢ଼ ହେବ। ଆୟ ମଧ୍ୟମ ଧରଣର ହେବ। ଚାକିରିରେ ସୁନାମ ଅର୍ଜନ କରିବେ। ବିଦ୍ୟାର୍ଥୀ ସୁଖୀ ରହିବେ। |
Odia Calendar 2022
Comments
comments