OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 2nd December 2022

Odia Rashiphala

Odia Rashiphala

ଚିନ୍ତାଧାରା ଉନ୍ନତମାନର ହେବ |ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି |ସାଧନାରେ ସିଦ୍ଧି ପ୍ରାପ୍ତ ହେବ |ଭାଷା ଶାଳୀନତା ବିହୀନ ହୋଇପାରେ |ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି |
ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି | ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ |ଧନବାନ୍ ହେବେ |ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ |ପଦପଦବୀ ଓ ମର୍ଯ୍ୟାଦାସମ୍ପନ୍ନ ହେବେ |
କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ |ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ |ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ |ବିବେକାନୁମୋଦିତ ସତ୍ ମାର୍ଗରେ ଯାଇ କଲ୍ମଷ ଦୂର କରିବେ |
ଭୋଗପ୍ରିୟ ହୋଇପାରନ୍ତି |ଶୌର୍ଯ୍ୟଶାଳୀ ହେବେ |ଉପକାରୀଙ୍କଠାରୁ କୃତଜ୍ଞ ହେବେ |ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ |ବୁଦ୍ଧିମାନ୍ ହେବେ |ବିବାଦରେ ବିଜୟୀ ହେବେ |ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି |
ଉପୁଜିଥିବା ଶତ୍ରୁତାର ଅବସାନ ଘଟିବ |ବିଭିନ୍ନ ସୂତ୍ରରୁ ଧନ ଆହରଣ କରିବାରେ ସିଦ୍ଧହସ୍ତ ହେବେ |ଐଶ୍ବର୍ଯ୍ୟ ପ୍ରପ୍ତିର ସୁଯୋଗ ଅଛି |ତେଜୀୟାନ୍ ହେବେ |ସାରା ଦିନ ସତର୍କତାର ସହ ଚଳିବାକୁ ପଡିବ |
ଶାସ୍ତ୍ର ଅଧ୍ୟୟନରେ ବ୍ରତୀ ହେବେ |ବହୁ ମିତ୍ରଙ୍କ ସାନିଧ୍ୟ ଓ ସହଯୋଗ ମିଳିବ |ଲୋକମାନଙ୍କଠାରୁ ସ୍ନେହସ୍ରଦ୍ଧା ମିଳିବ |ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି |ଅର୍ଥ ପ୍ରାପ୍ତି ହେବ |ପ୍ରୀତି ଓ ବନ୍ଧୁମିଳନ ହେବ |
ବିଭିନ୍ନ ସ୍ତରରୁ ଧନାଗମ ହେବ |ସତ୍ ଚିନ୍ତନ ଆପଣଙ୍କ ପ୍ରାଣଶକ୍ତିକୁ ଶୁଦ୍ଧପୂତର ସାହାରା ହୋଇପାରେ |ଉପୁଜିଥିବା ସମସ୍ୟାର ସମାଧାନ ହେବ |ଋଣମୁକ୍ତ ହେବେ |ଗର୍ବଭାବ ନିର୍ବାପିତ ହେବ |
ନିସର୍ଗ ସୁଖର ଅଧିକାରୀ ହେବେ |କର୍ମକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିପାରନ୍ତି |ଶାସ୍ତ୍ର ବିଚକ୍ଷଣ ହେବେ |ପ୍ରଭୁଙ୍କ ନାମ ଜାପାମାଳି ହେବ |ଅଧ୍ୟୟନରତ ହେବେ |ପାରିବାରିକ ସୁଖ ମିଳିବ |ଶିଶୁବତ୍ସଳ ହେବେ |
ବକ୍ତବ୍ୟ ଉଚ୍ଚକୋଟୀର ହୋଇପାରେ |ଶ୍ରେଷ୍ଠାସନରେ ଗାଦିନସୀନ ହୋଇପାରନ୍ତି |କୃପା ନିଧାନଙ୍କ କୃପାପାତ୍ର ହେବେ |ଦେବ ,ଗୁରୁ,ଦ୍ବିଜଭକ୍ତ ହୋଇପାରନ୍ତି |ଯାନବାହନ ସୁଖ ମିଳିବ |ସତର୍କରେ ଚଳିବେ |
ବିଳାସବ୍ୟସନରେ ଦିନଟି ଅତିବାହିତ କରିପାରନ୍ତି |ଧୈର୍ଯ୍ୟହାନି ଘଟିପାରେ |କୂଟନୀତିରେ ପାରଙ୍ଗମ ହେବେ |ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ |ସରକାରୀ ସ୍ତରରୁ ଲାଭବାନ୍ ହେବେ |
ତେଜୀୟାନ୍ ହେବେ |ଧର୍ମଦାଣ୍ଡରେ ପଥିକ ହୋଇପାରନ୍ତି |ଜନବଲ୍ଲଭ ହେବେ |ସାମାଜିକ ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବେ ୤ବିଚାର ଉଚ୍ଚକୋଟୀର ହୋଇପାରେ |ଅର୍ଥ ପ୍ରାପ୍ତି ହେବ |
ସୁସ୍ଥ ଓ ନିରୋଗ ଶରୀରଯୁକ୍ତ ହେବେ|କୀର୍ତ୍ତିମାନ୍ ହେବେ |ଜନସାଧାରଣଙ୍କ ପ୍ରାଣାଧିକ ହେବେ |ସମୃଦ୍ଧିର ମୂଳଦୂଆ ପଡିବ |କର୍ମକ୍ଷେତ୍ରରେ ଉତ୍ସାହ ବୋଧ ଭାବାପନ୍ନ ହୋଇପାରନ୍ତି |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments