![]() |
କ୍ୟାରିୟରରେ ଆଗକୁ ବଢିବା ଲାଗି ସୁଯୋଗ ମିଳିବ। ପୁରୁଣା ବନ୍ଧୁ ସହ ଦେଖା ହୋଇପାରେ। ପରିବାରରେ ଶୁଭ କାର୍ଯ୍ୟ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। |
ଅଫିସରେ ନୂଆ ଦାୟିତ୍ୱ ପାଇବେ। ଏକାଗ୍ରତାର ସହ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ କାହାରିକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ଵାସ କରନ୍ତୁ ନାହିଁ । | |
ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ନୂଆ କାମ କରିବା ପାରଁ ଭାବିବେ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ସିଦୃଢ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। | |
ପୂର୍ବ ଅପେକ୍ଷା ଦିନଟି ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ।ବିଶେଷ କାମରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। | |
ଜୀବନସାଥୀ ଆପଣଙ୍କ ନିଷ୍କପଟତା ଦେଖି ପ୍ରଭାବିତ ହେବେ। ଯେଉଁ କାମ ମନ ଦେଇ କରିବେ ସେଥିରେ ସଫଳତା ପାଇବେ। ବନ୍ଧୁ ସହ ସମ୍ବନ୍ଧ ବହୁତ ଭଲ ହେବ। | |
ପୂର୍ବ କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ବନ୍ଧୁ ସହ ବ୍ୟକ୍ତିଗତ ପ୍ରସଙ୍ଗରେ ଆଲୋଚନା କରିବେ। ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ। | |
ନିଜ କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ। | |
ନୂଆ କାମ ଆରମ୍ଭ କରନ୍ତୁ ଲାଭ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶିକ୍ଷର୍ଥାଙ୍କ ମନରେ ନୂଆ ବିଚାର ଆସିବ। | |
ଯେଉଁ କାମ କରିବେ ତାହା ସଂପୂର୍ଣ୍ଣ ହେବ। ବେପାରରେ ଲାଭ ପାଇବେ। ପାରିବାରିକ ସମସ୍ୟା ସମାଧାନ କରିବା ଲାଗି ଦିନଟି ଭଲ। ମଉଜମସ୍ତି ପାଇଁ ଭଲ ଅବସର ପାଇବେ। | |
ବ୍ୟବସାୟରେ ଲାଭର ଯୋଗ ଅଛି। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ ଅପଣଙ୍କୁ ଅନ୍ୟ ଲୋକମାନଙ୍କର ସାହାଯ୍ୟ ମିଳିବ। ଇଂଜିନିୟରଙ୍କୁ ଭଲ ସ୍ଥାନରେ ଚାକିରି ମିଳିବ। | |
ଲାଗି ରହିଥିବା ବାଧା ଦୂର ହେବ। କାରବାରରେ ଲାଭ ହେବ। ଫୋନ୍ ଯୋଗେ ଭଲ ଖବର ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ବାହାରକୁ ବୁଲି ଯାଇପାରନ୍ତି। | |
ଆପଣଙ୍କ ଆତ୍ମବିଶ୍ୱାସର ସ୍ତର ଉଚ୍ଚା ରହିବ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ପ୍ରିୟ ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖଦ ହେବ। |
Odia Calendar 2022
Comments
comments