OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 27th May 2022

Odia Rashiphala

Odia Rashiphala

ଶତ୍ରୁଘାତୀ ହେବେ। ସର୍ବଲୋକ ପୂଜ୍ୟ ହୋଇପାରନ୍ତି ।ବହୁ ଭୋଜକ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହୋଇପାରନ୍ତି।କ୍ରୋଧୀ ହେବେ। ପରସେବକ ହୋଇପାରନ୍ତି।ନିଷ୍ଠୁର, ଚଞ୍ଚଳମନା, କୃପଣ ଓ ଧନଶାଳୀ ହେବେ।
ଦେବ କାର୍ଯ୍ୟରେ ଆଗ୍ରହୀ ହେବେ। ପତ୍ନୀ ବିଚିତ୍ର ବସନ ପରିଧାନ କରିବାରେ ଆଗ୍ରହୀ ହେବେ। ଧାତୁଦ୍ରବ୍ୟ କିଣାରେ ଧନ ବ୍ୟୟ କରିପାରନ୍ତି।ସାଧନା ପାଇଁ ନିରୋଳା ସ୍ଥାନକୁ ବାଛିନେବେ।
ବ୍ୟବସାୟାଦି କାର୍ଯ୍ୟରେ ବହୁ ଲାଭ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନବବସ୍ତ୍ର ପରିଧାନ ସହିତ ଧନ ପ୍ରାପ୍ତି ସୂଚନା ମିଳୁଛି। ପୁଷ୍ପାଭରଣରେ ସମ୍ମାନିତ ହେବେ। ମିଷ୍ଟାନ୍ନ ଭୋଜନ କରିପାରନ୍ତି।
ବୃକ୍ଷରୋପଣରେ ଧ୍ୟାନ ଦେବେ। ନଦୀଘାଟ ନିର୍ମାଣ, କୂପ ଖନନ କରି ଧନ ଅର୍ଜନ କରିବେ। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁଉଦ୍ୟମ ଜାରିରଖିବେ। କୀର୍ତ୍ତୀମାନ୍‌ ହେବେ। ପରୋପକାରୀ ହେବେ।
ସ୍ୱଧର୍ମ କ୍ରିୟାରତ ହେବେ। ତୀର୍ଥ ସେବାରେ ଯୋଗଦେଇ ପାରନ୍ତି। ପରଧର୍ମ ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରିବେ ନାହିଁ। କ୍ରୋଧ ଭାବାପନ୍ନ ହୋଇପାରନ୍ତି।ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ପତ୍ନୀଙ୍କ ପରାମର୍ଶରେ ନ ଚଳିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସତ୍ୟବାଦ୍ୟେ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ବହୁମିତ୍ରଙ୍କ ସହାୟତା ମିଳିପାରେ। ସାରାଦିନ ସତର୍କରେ ଚଳିବାକୁପଡ଼ିବ।
ପତ୍ନୀ ଗୁଣବତୀ ହୋଇପାରନ୍ତି। ବିବିଧ ଗୁଣଯୁ୍କ୍ତା ହେବେ। ପଦାର୍ଥ ପ୍ରିୟା୍ ହୋଇପାରନ୍ତି। ଧର୍ମଯୁକ୍ତା ହେବେ। ପୁତ୍ରବତୀ ହୋଇପାରନ୍ତି।ବିନୀତ ସ୍ୱଭାବସମ୍ପନ୍ନ ହେବେ। ବ୍ୟବସାୟ ଭଲରେ ଚାଲିବ।
ଶତ୍ରୁବିନାଶ ହେବେ। ମାନସିକ ଶାନ୍ତି ପୁନଃସ୍ଥାପନ ହେବ। ଚାକିରି କ୍ଷେତ୍ର ସଦୃଢ଼ୁ ହେବ। ଲୋକପ୍ରିୟ ହେବେ। ବ୍ୟବସାୟ ଲାଭଜନକ ହେବ। ମନରେ ଅହଂଭାବ ଆସିପାରେ। ଋଣମୁକ୍ତ ହେବେ।
ପୁତ୍ର ଯଥାର୍ଥ ଦାୟାଦ ହେବ। ସତଚରିତ୍ରବାନ୍‌ ହେବ। ବଳିଷ୍ଠ ହେବାର ସୂଚନା ମିଳୁଛି। ଶତ୍ରୁହନ୍ତା ହେବା ଆଶା କରାଯାଏ। ସେବା ପ୍ରିୟ ହେବେ। ମାନସମ୍ମାନଯୁକ୍ତ ହୋଇପାରନ୍ତି। ବିଦ୍ୟାଭ୍ୟାସୀ ହେବେ।
ଜଳାଶୟାଦିରୁ ଲାଭବାନ୍‌ ହେବେ। ପିତୃସେବାରୁ ସୁଖ ପ୍ରାପ୍ତ ହେବେ। ଯାନବାହନ ସୁଖ ମିଳିବ। ବାସଗୃହ ସ୍ୱାସ୍ଥ୍ୟପ୍ରଦ ହେବ। କର୍ମଚଞ୍ଚଳ ହେବେ। ଭ୍ରାତୃ ପ୍ରୀତିରହିବ। କୃଷିବିଶାରଦ ହେବେ।
କ୍ଷମାଶୀଳ ହେବେ। ଉପକାରୀଙ୍କଠାରେ କୃତଜ୍ଞ ହୋଇପାରନ୍ତି। ସତ୍‌ପଥଗାମୀ ହେବେ।ସୁଶୀଳ ହୋଇପାରନ୍ତି। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ଈଶ୍ୱରୀୟ ଚେତନଯୁକ୍ତ ହେବେ।
ବହୁଉପାୟରେ ଧନଲାଭ କରିବେ। ଉପବାସାଦି ଧର୍ମକ୍ରିୟାରତ ହୋଇପାରନ୍ତି। ବିଦ୍ୟା ପ୍ରଭାବରେ ଧନ ଅର୍ଜନର ସୁଯୋଗ ମିଳିବ। ବ୍ୟବସାୟରୁ ଅଧିକ ଧନ ଅର୍ଜନ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments