![]() |
ଶତ୍ରୁଘାତୀ ହେବେ। ସର୍ବଲୋକ ପୂଜ୍ୟ ହୋଇପାରନ୍ତି ।ବହୁ ଭୋଜକ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହୋଇପାରନ୍ତି।କ୍ରୋଧୀ ହେବେ। ପରସେବକ ହୋଇପାରନ୍ତି।ନିଷ୍ଠୁର, ଚଞ୍ଚଳମନା, କୃପଣ ଓ ଧନଶାଳୀ ହେବେ। |
ଦେବ କାର୍ଯ୍ୟରେ ଆଗ୍ରହୀ ହେବେ। ପତ୍ନୀ ବିଚିତ୍ର ବସନ ପରିଧାନ କରିବାରେ ଆଗ୍ରହୀ ହେବେ। ଧାତୁଦ୍ରବ୍ୟ କିଣାରେ ଧନ ବ୍ୟୟ କରିପାରନ୍ତି।ସାଧନା ପାଇଁ ନିରୋଳା ସ୍ଥାନକୁ ବାଛିନେବେ। | |
ବ୍ୟବସାୟାଦି କାର୍ଯ୍ୟରେ ବହୁ ଲାଭ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନବବସ୍ତ୍ର ପରିଧାନ ସହିତ ଧନ ପ୍ରାପ୍ତି ସୂଚନା ମିଳୁଛି। ପୁଷ୍ପାଭରଣରେ ସମ୍ମାନିତ ହେବେ। ମିଷ୍ଟାନ୍ନ ଭୋଜନ କରିପାରନ୍ତି। | |
ବୃକ୍ଷରୋପଣରେ ଧ୍ୟାନ ଦେବେ। ନଦୀଘାଟ ନିର୍ମାଣ, କୂପ ଖନନ କରି ଧନ ଅର୍ଜନ କରିବେ। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁଉଦ୍ୟମ ଜାରିରଖିବେ। କୀର୍ତ୍ତୀମାନ୍ ହେବେ। ପରୋପକାରୀ ହେବେ। | |
ସ୍ୱଧର୍ମ କ୍ରିୟାରତ ହେବେ। ତୀର୍ଥ ସେବାରେ ଯୋଗଦେଇ ପାରନ୍ତି। ପରଧର୍ମ ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରିବେ ନାହିଁ। କ୍ରୋଧ ଭାବାପନ୍ନ ହୋଇପାରନ୍ତି।ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। | |
ପତ୍ନୀଙ୍କ ପରାମର୍ଶରେ ନ ଚଳିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସତ୍ୟବାଦ୍ୟେ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ବହୁମିତ୍ରଙ୍କ ସହାୟତା ମିଳିପାରେ। ସାରାଦିନ ସତର୍କରେ ଚଳିବାକୁପଡ଼ିବ। | |
ପତ୍ନୀ ଗୁଣବତୀ ହୋଇପାରନ୍ତି। ବିବିଧ ଗୁଣଯୁ୍କ୍ତା ହେବେ। ପଦାର୍ଥ ପ୍ରିୟା୍ ହୋଇପାରନ୍ତି। ଧର୍ମଯୁକ୍ତା ହେବେ। ପୁତ୍ରବତୀ ହୋଇପାରନ୍ତି।ବିନୀତ ସ୍ୱଭାବସମ୍ପନ୍ନ ହେବେ। ବ୍ୟବସାୟ ଭଲରେ ଚାଲିବ। | |
ଶତ୍ରୁବିନାଶ ହେବେ। ମାନସିକ ଶାନ୍ତି ପୁନଃସ୍ଥାପନ ହେବ। ଚାକିରି କ୍ଷେତ୍ର ସଦୃଢ଼ୁ ହେବ। ଲୋକପ୍ରିୟ ହେବେ। ବ୍ୟବସାୟ ଲାଭଜନକ ହେବ। ମନରେ ଅହଂଭାବ ଆସିପାରେ। ଋଣମୁକ୍ତ ହେବେ। | |
ପୁତ୍ର ଯଥାର୍ଥ ଦାୟାଦ ହେବ। ସତଚରିତ୍ରବାନ୍ ହେବ। ବଳିଷ୍ଠ ହେବାର ସୂଚନା ମିଳୁଛି। ଶତ୍ରୁହନ୍ତା ହେବା ଆଶା କରାଯାଏ। ସେବା ପ୍ରିୟ ହେବେ। ମାନସମ୍ମାନଯୁକ୍ତ ହୋଇପାରନ୍ତି। ବିଦ୍ୟାଭ୍ୟାସୀ ହେବେ। | |
ଜଳାଶୟାଦିରୁ ଲାଭବାନ୍ ହେବେ। ପିତୃସେବାରୁ ସୁଖ ପ୍ରାପ୍ତ ହେବେ। ଯାନବାହନ ସୁଖ ମିଳିବ। ବାସଗୃହ ସ୍ୱାସ୍ଥ୍ୟପ୍ରଦ ହେବ। କର୍ମଚଞ୍ଚଳ ହେବେ। ଭ୍ରାତୃ ପ୍ରୀତିରହିବ। କୃଷିବିଶାରଦ ହେବେ। | |
କ୍ଷମାଶୀଳ ହେବେ। ଉପକାରୀଙ୍କଠାରେ କୃତଜ୍ଞ ହୋଇପାରନ୍ତି। ସତ୍ପଥଗାମୀ ହେବେ।ସୁଶୀଳ ହୋଇପାରନ୍ତି। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ଈଶ୍ୱରୀୟ ଚେତନଯୁକ୍ତ ହେବେ। | |
ବହୁଉପାୟରେ ଧନଲାଭ କରିବେ। ଉପବାସାଦି ଧର୍ମକ୍ରିୟାରତ ହୋଇପାରନ୍ତି। ବିଦ୍ୟା ପ୍ରଭାବରେ ଧନ ଅର୍ଜନର ସୁଯୋଗ ମିଳିବ। ବ୍ୟବସାୟରୁ ଅଧିକ ଧନ ଅର୍ଜନ ହେବ। |
Odia Calendar 2022
Comments
comments