OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 25th November 2022

Odia Rashiphala

Odia Rashiphala

ସ୍ବାଭିମାନୀ ହେବେ |ଶାରୀରିକ ଦୁର୍ବଳତା ଅନୁଭବ କରି ପାରନ୍ତି |ସହଯୋଗୀ ବ୍ୟବସାୟ ଲାଭଜନକ ହେବ |ପ୍ରଭାବହୀନ ହୋଇପାରନ୍ତି |ଧନଧାନ୍ୟରେ ପରିପୁଷ୍ଟ ହେବେ |ପାରିବାରିକ ସୁଖ ମିଳିବ |
ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି |ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ |ମନରେ ଅହଂଭାବ ଜାଗ୍ରତ ହୋଇପାରେ |ଶାନ୍ତ ଓ ଧୈର୍ଯ୍ୟଶୀଳ ହେବେ |ପତ୍ନୀଙ୍କ ସଦୁପଯୋଗ ଗ୍ରହଣୀୟ |
ବଦଖର୍ଚ୍ଚ ପାଇଁ ଅନୁତତ୍ପ ହେବେ |ଭାଇମାନଙ୍କ ଉପରେ ସ୍ନେହଭାବ ରହିବ |ସୁସ୍ଥ ଓ ନିରାମୟ ରହିବେ |କୌଶଳରେ ଶତ୍ରୁ ବିନାଶ କରିବେ |ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହେବେ |
କର୍ମଚଞ୍ଚଳ ହେବେ ୤କନ୍ୟାସନ୍ତାନ ପାଇଁ ଗର୍ବିତ ହେବେ |ଆକସ୍ମିକ ଧନଲାଭ ହେବ |ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତ ହେବେ |ଧାର୍ମିକ ଓ ତେଜସ୍ବୀ ହେବେ |
ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି |ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ |ସୁସ୍ଥ ଓ ନିରାମୟ ରହିବେ |କୃଷିକର୍ମକାରୀ ହୋଇପାରନ୍ତି |ଜଳଯାତ୍ରା ନ କରିବା ଭଲ |ଯାନବାହନ ସୁଖ ମିଳିବ |
ମନ ପ୍ରସନ୍ନ ରହିବ |ଆତ୍ମବିଶ୍ବାସୀ ହେବେ |ଭାଷାର ମାଧୁରିମାରେ ଜନମନ ବଶ କରିପାରନ୍ତି |ପ୍ରେମୀ ଓ ସାହସୀ ହେବେ |ଅନୁଜମାନଙ୍କଠାରୁ ଭାବ,ଭକ୍ତି ମିଳିପାରେ |ଧାର୍ମିକ ,ବନ୍ଧୁପ୍ରେମୀ ଓ ବିଦ୍ବାନ ହେବେ |
ଭାଗ୍ୟଶାଳୀ ହୋଇପାରନ୍ତି |ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ମଧୁରଭାଷୀ ସହନଶୀଳ,ଶାନ୍ତିପ୍ରିୟ ଉଦାର ଚରିତଓ ବିଦ୍ୟାପ୍ରେମୀ ହେବହେବ |ବନ୍ଧୁ ସହାୟତା ମିଳିବ |
ଆୟ ଆଶାନୁରୂପ ହେବ |ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି |ମାଲିମୋକଦ୍ଦମାରେ ବିଜୟୀ ହେବେ |ମୋକଦ୍ଦମା ଖର୍ଚ୍ଚ ମିଳିପାରେ |ରଣାଙ୍ଗନରେ ବୀରତ୍ବ ପ୍ରଦର୍ଶନ କରିବେ |ଉତ୍ତମ ଭୋଜନ କରିପାରନ୍ତି |
ଥଣ୍ଡା କଫରେ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି | କର୍ମଚଞ୍ଚଳ ହେବେ | ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେଇପାରେ |ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି |ପରୋପକାର ରେ ଧନ ବ୍ୟୟ କରିବେ |
ସୁସ୍ଥ ଓ ନିରାମୟ ରହିବେ |ଯଶସ୍ବୀ ହେବେ |ଲୋକପ୍ରିୟତା ଅର୍ଜନ କରିପାରନ୍ତି |କର୍ମଚଞ୍ଚଳ ରହିବେ |ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ |ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ |
କୁଳ ପ୍ରଦୀପ ହେବେ |ପ୍ରସନ୍ନଚିତ୍ତ ସମ୍ପନ୍ନ ହେବେ |ସୁସ୍ଥ ଓ ନିରାମୟ ରହିବେ |ଦୟାର୍ଦ୍ରଚିତ୍ତ ହେବେ |ବ୍ୟବସାୟ ଲାଭଜନକ ହେବ |ଯଶସ୍ବୀ ହେବେ |ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ |
ଭାଗ୍ୟଶାଳୀ ହୋଇପାରନ୍ତି |ଭୋଗବିଳାସ ପ୍ରତି ମନ ବଳାଇପାରନ୍ତି |ସୁଖ ସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିବେ |ଧର୍ମାତ୍ମା ,ବିଦ୍ବାନ ,ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି |ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments