OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 23th September 2022

Odia Rashiphala

Odia Rashiphala

ପରିବାର ସମ୍ବନ୍ଧରେ କୌଣସି ଖୁସି ଖବର ପାଇବେ ପ୍ରିୟ ବନ୍ଧୁ ସହ ମିଶିବାର ମଉକା ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ।
ଦିନଟି ବ୍ୟସ୍ତତାରେ କଟିବ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ଯଥେଷ୍ଟ ଆନନ୍ଦ ପାଇବେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ନିଜ ଗୁରୁଙ୍କ ସହ ସାକ୍ଷାତ ହେବ।
ଯାହା ବି କାମ କରିବାକୁ ଚାହିଁବେ ତାହା ପୂରା ହୋଇଯିବ। ବ୍ୟବସାୟୀଙ୍କ ଲାଗି ଦିନଟି ଠିକ ରହିବ। ଅଚାନକ ଧନଲାଭ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢାରେ ମନ ଲାଗିବ।
ସ୍ଥଗିତ କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ନିକଟ ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ବାପା ମାଆଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ। ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିବ।
କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସ୍ୱଚ୍ଛଳ ରହିବ। ଜୀବନସାଥୀ ସହ ବାହାରକୁ ବୁଲିଯିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।
କୌଣସି କାମରେ ଅଧିକ ଯା’ଆସ କରିବାକୁ ପଡ଼ିପାରେ । ଅଫିସରେ କଠୋର ପରିଶ୍ରମ ପାଇଁ ଆପଣଙ୍କୁ ପଦୋନ୍ନତି ମିଳିବ। ପରିବାରରେ କୌଣସି ଲୋକଙ୍କ ତର୍କ ବିତର୍କ ହେବ।
କୌଣସି ବିଷୟରେ ବଡ଼ ନିର୍ଣୟ ନେବେ। ନିଜର ଶକ୍ତିକୁ ସଠିକ ଦିଶାରେ ଲଗାନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ସଫଳତା ପାଇବେ ପ୍ରେମ ଜୀବନ ଭଲ ରହିବା।
ଚାକିରିଜୀବୀଙ୍କ ଲାଗି ଦିନଟି ଭଲ ରହିବ। ବିବାହଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଭଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଶୁଭ।
ମନ ଶାନ୍ତ ରହିବ ପରିଶ୍ରମର ସୁଫଳ ପାଇବେ। ଅଫିସ କାମ ପ୍ରତି ଦିନଟି ଅନୁକୂଳ ରହିବ। ବରିଷ୍ଟ ଆପଣଙ୍କ କଥାକୁ ଗମ୍ବୀରତାରେ ଗ୍ରହଣ କରିବେ। ଆର୍ଥିକ ଚିନ୍ତା ସମାପ୍ତ ହେବ।
ଦିନଟି ଆତ୍ମବିଶ୍ଵାସଭରା ରହିବ। ଶାନ୍ତ ରହି ବିବାଦକୁ ସମାଧାନ କରନ୍ତୁ। ସମୟ ଓ ଅର୍ଥ ଅଧିକ ମନୋରଂଜନ କାର୍ଯ୍ୟରେ ବ୍ୟୟ କରନ୍ତୁ ନାହିଁ। ପ୍ରିୟ ବନ୍ଧୁଙ୍କୁ ମନର କଥା କହିବେ।
ସମ୍ମୁଖକୁ ଆୁଥିବା ଅହ୍ୱାନକୁ ସହଜରେ ସମାଧାନ କରିପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବ୍ୟବସାୟରେ ଉନ୍ନତି ହେବ। ନୂଆ ଲୋକଙ୍କ ସାକ୍ଷାତରେ ଆପଣଙ୍କୁ ଲାଭ ହେବ।
କୌଣସି ପୂର୍ବ କଥା ନେଇ ଟିକେ ଅଶାନ୍ତିରେ ରହିବେ। ନିଜର ଲୋକ ଆପଣଙ୍କୁ ଠିକ ଦିଗରେ ନେଇଯିବେ ଅଫିସ କାମରେ ଆହ୍ଵାନ ଆସିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments