OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 22th July 2022

Odia Rashiphala

Odia Rashiphala

ବନ୍ଧୁମାନଙ୍କ ସହ ମଉଜମସ୍ତିରେ ସମୟ ଅତିବାହିତ କରିବେ। କୌଣସି ମାମଲାରେ ବଡ଼ ନିଷ୍ପତି ନେବାକୁ ପଡ଼ିପାରେ। ବ୍ୟବସାୟରେ ଆପଣଙ୍କୁ ଲାଇ ହେବ ।
ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଆପଣ କୌଣସି ବଡ଼ ଖୁସି ଖବର ପାଇବେ। ସବୁ ବାକି କାମ ପୂରା ହେବା ସୁଖପୂର୍ଣ୍ଣ ଭ୍ରମଣର ଯୋଗ ରହିଛି। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷିତ ହେବ।
ଅଫିସ କାମ ପୂରା କରିବା ଲାଗି ନୂଆ ଯୋଜନା କରିବେ। ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ସନ୍ତାନ ପକ୍ଷରୁ ଖୁସି ପାଇବେ।
ଭଲ କଂପାନିରେ ଚାକିରିରେ ସୁଯୋଗ ମିଳିବ। ପିଲାଙ୍କ ସହ ଖୁସିର ମୁହୂର୍ତ୍ତ କଟାଇବେ ଅଫିସରେ ଅଧିକାରୀମାନଙ୍କ ସହଯୋଗ ପାଇବେ। ପେମରେ ସଫଳତା ପାଇବେ।
ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଆମଦାନି ବୃଦ୍ଧି ପାଇଁ ଚିନ୍ତା କରନ୍ତୁ କୌଣସି କାମରେ ଅଧିକ ଯା’ଆସ କରିବାକୁ ପଡ଼ିପାରେ।
କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ରାଜନୀତିରେ ମହତ୍ତ୍ୱାକାଂକ୍ଷା ପୂରା ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।
କୌଣସି ଆପଣାର ଲୋକଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଅସିବ। ବାଯା ମାଆଙ୍କର ସଂପୂର୍ଣ୍ଣ ସାହାଯ୍ୟ ପାଇବେ।
ନୂଆ ଉତ୍ସରୁ ଧନପ୍ରାପ୍ତି ହୋଇପାରେ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ବହୃତ ଭଲ ରହିବ। ପ୍ରତିଯୋଗିତମୂଳକ ପରୀକ୍ଷର୍ଥୀଙ୍କୁ ଶୁଭ ଖବର ମିଳିବ।
ଦିନଟି ବ୍ୟସ୍ତତାରେ କଟିବ। କିଛି ମାମଲାରେ ଭାବପ୍ରବଣ ହେବ। ଅଫିସରେ ପରିବେଶ ଭଲ ରହିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି। ସାମାଜିକ ପରିସର ବୃଦ୍ଧି ହେବ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ହେବ।
ନୂଆ ଲୋକଙ୍କ ସହ ସାକ୍ଷାତରେ ଅପଣଙ୍କୁ ଲାଭ ହେବ। ଉଜ୍ୱଳ ଭବିଷ୍ୟତ ଲାଗି ଯୋଜନା କରିବେ ଦାମ୍ପତ୍ୟ ଜୀବନରେ ସରସତା ବଜାୟ ରହିବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ।
ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କଥା ଆପଣଙ୍କ କ୍ୟାରିୟରର ଦିଶାକୁ ବଦଳାଇ ଦେବ। କାରବାର କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments