![]() |
ବନ୍ଧୁମାନଙ୍କ ସହ ମଉଜମସ୍ତିରେ ସମୟ ଅତିବାହିତ କରିବେ। କୌଣସି ମାମଲାରେ ବଡ଼ ନିଷ୍ପତି ନେବାକୁ ପଡ଼ିପାରେ। ବ୍ୟବସାୟରେ ଆପଣଙ୍କୁ ଲାଇ ହେବ । |
ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଆପଣ କୌଣସି ବଡ଼ ଖୁସି ଖବର ପାଇବେ। ସବୁ ବାକି କାମ ପୂରା ହେବା ସୁଖପୂର୍ଣ୍ଣ ଭ୍ରମଣର ଯୋଗ ରହିଛି। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷିତ ହେବ। | |
ଅଫିସ କାମ ପୂରା କରିବା ଲାଗି ନୂଆ ଯୋଜନା କରିବେ। ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ସନ୍ତାନ ପକ୍ଷରୁ ଖୁସି ପାଇବେ। | |
ଭଲ କଂପାନିରେ ଚାକିରିରେ ସୁଯୋଗ ମିଳିବ। ପିଲାଙ୍କ ସହ ଖୁସିର ମୁହୂର୍ତ୍ତ କଟାଇବେ ଅଫିସରେ ଅଧିକାରୀମାନଙ୍କ ସହଯୋଗ ପାଇବେ। ପେମରେ ସଫଳତା ପାଇବେ। | |
ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଆମଦାନି ବୃଦ୍ଧି ପାଇଁ ଚିନ୍ତା କରନ୍ତୁ କୌଣସି କାମରେ ଅଧିକ ଯା’ଆସ କରିବାକୁ ପଡ଼ିପାରେ। | |
କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ରାଜନୀତିରେ ମହତ୍ତ୍ୱାକାଂକ୍ଷା ପୂରା ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। | |
କୌଣସି ଆପଣାର ଲୋକଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଅସିବ। ବାଯା ମାଆଙ୍କର ସଂପୂର୍ଣ୍ଣ ସାହାଯ୍ୟ ପାଇବେ। | |
ନୂଆ ଉତ୍ସରୁ ଧନପ୍ରାପ୍ତି ହୋଇପାରେ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ବହୃତ ଭଲ ରହିବ। ପ୍ରତିଯୋଗିତମୂଳକ ପରୀକ୍ଷର୍ଥୀଙ୍କୁ ଶୁଭ ଖବର ମିଳିବ। | |
ଦିନଟି ବ୍ୟସ୍ତତାରେ କଟିବ। କିଛି ମାମଲାରେ ଭାବପ୍ରବଣ ହେବ। ଅଫିସରେ ପରିବେଶ ଭଲ ରହିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। | |
ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି। ସାମାଜିକ ପରିସର ବୃଦ୍ଧି ହେବ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ହେବ। | |
ନୂଆ ଲୋକଙ୍କ ସହ ସାକ୍ଷାତରେ ଅପଣଙ୍କୁ ଲାଭ ହେବ। ଉଜ୍ୱଳ ଭବିଷ୍ୟତ ଲାଗି ଯୋଜନା କରିବେ ଦାମ୍ପତ୍ୟ ଜୀବନରେ ସରସତା ବଜାୟ ରହିବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। | |
ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କଥା ଆପଣଙ୍କ କ୍ୟାରିୟରର ଦିଶାକୁ ବଦଳାଇ ଦେବ। କାରବାର କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। |
Odia Calendar 2022
Comments
comments