OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 19th August 2022

Odia Rashiphala

Odia Rashiphala

ଆପଣଙ୍କର ସବୁ କାମ ମନମୁଡାବକ ପୂରା ହେବା କୌଣସି ପୁରୁଣା ବନ୍ଧୁ ସହ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ।
କାରବାରରେ ଧନଲାଭ ହୋଇପାରେ ବିଶିଷ୍ଟ ବ୍ୟକ୍ତି ସହ ସାକ୍ଷାତ ହେବା ଯୋଗୁଁ କ୍ୟାରିୟରର ଦିଗ ବଦଳିବ। ପରିବାର ଲୋଜଙ୍କ ସହ ଭଲ ସାମଞ୍ଜମ୍ୟ ରହିବ।
କିଛି ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ଭ୍ରମଣରେ ଆର୍ଥିକ ଲାଭ ହେବ କୌଣସି ଉଦ୍ଯୋଗରେ ଚାକିରି ପାଇଁ ସୁଯୋଗ ଆସିବ।ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
କାମରେ ବାପା ମାଆ ସହଯୋଗ ପାଇବେ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ବ୍ୟବସାୟରେ ଆପଣଙ୍କର ଉନ୍ନତି ହେବ।
ପାରିବାରିକ କାମରେ ଘର ଲୋକଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ ବାଣିଜ୍ୟ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ବାପା ମାଆଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ କର୍ମଜୀବୀ ମହିଳା ନୂଆ ପ୍ରକାରେ କାମ କରିବେ। ପ୍ରିୟ ବନ୍ଧୁ ସହ ଦେଖା ହେବ।
କଳାତୃକ କାର୍ଯ୍ୟରେ ରୁଚି ବଢ଼ିବ। ଅଫିସରେ ନୂଆ କାମ ମିଳିପାରେ ଧୈର୍ଯ୍ୟଧରି ଅପେକ୍ଷା ନେଲେ ସଫଳତା ପାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ଶୁଭ ଖବର ପାଇବେ ସ୍ଥଗିତ ଥିବା କାମରେ ସଫଳତା ପାଇବେ। ବେପାରରେ ଅଶାଠୁଁ ଅଧିକ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।
ବୈବାହିକ ଜୀବନ ଭଲ ରହିବ ପରିବାର ମଧ୍ୟରେ ଅନନ୍ଦ ଉଲ୍ଲାସ ଦେଖାଦେବ ଅପଣ ଯେଉଁ କାମ କରିବାକୁ ଭାବିଛବ୍ତି ତାହା ସଂପୂର୍ଣ ହୋଇଯିବ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ।
ବନ୍ଧୁ ସହ ବାହାରକୁ ବୂଲି ଯିବାର ଯୋଜନା କରିବେ। ଜୀବନସାଥୀଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ଭା କରିବେ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ଦିନଟି ବ୍ୟସ୍ତତାରେ କଟିବ। ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ଅର୍ଥ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ। ବିବାହିତଙ୍କ ଲାଗି ଦିନଟି ଭଲ।
ବେପାରରେ ବୁଝିଶୁଝି ନିବେଶ କରନ୍ତୁ ଅଫିସ କାମରେ ବାଧା ଦୂର ହେବ ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments