![]() |
ଆପଣଙ୍କର ସବୁ କାମ ମନମୁଡାବକ ପୂରା ହେବା କୌଣସି ପୁରୁଣା ବନ୍ଧୁ ସହ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। |
କାରବାରରେ ଧନଲାଭ ହୋଇପାରେ ବିଶିଷ୍ଟ ବ୍ୟକ୍ତି ସହ ସାକ୍ଷାତ ହେବା ଯୋଗୁଁ କ୍ୟାରିୟରର ଦିଗ ବଦଳିବ। ପରିବାର ଲୋଜଙ୍କ ସହ ଭଲ ସାମଞ୍ଜମ୍ୟ ରହିବ। | |
କିଛି ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ଭ୍ରମଣରେ ଆର୍ଥିକ ଲାଭ ହେବ କୌଣସି ଉଦ୍ଯୋଗରେ ଚାକିରି ପାଇଁ ସୁଯୋଗ ଆସିବ।ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। | |
କାମରେ ବାପା ମାଆ ସହଯୋଗ ପାଇବେ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ବ୍ୟବସାୟରେ ଆପଣଙ୍କର ଉନ୍ନତି ହେବ। | |
ପାରିବାରିକ କାମରେ ଘର ଲୋକଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ ବାଣିଜ୍ୟ। ଛାତ୍ରଙ୍କ ଲାଗି ଦିନଟି ଭଲ। | |
ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ବାପା ମାଆଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ କର୍ମଜୀବୀ ମହିଳା ନୂଆ ପ୍ରକାରେ କାମ କରିବେ। ପ୍ରିୟ ବନ୍ଧୁ ସହ ଦେଖା ହେବ। | |
କଳାତୃକ କାର୍ଯ୍ୟରେ ରୁଚି ବଢ଼ିବ। ଅଫିସରେ ନୂଆ କାମ ମିଳିପାରେ ଧୈର୍ଯ୍ୟଧରି ଅପେକ୍ଷା ନେଲେ ସଫଳତା ପାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। | |
ଶୁଭ ଖବର ପାଇବେ ସ୍ଥଗିତ ଥିବା କାମରେ ସଫଳତା ପାଇବେ। ବେପାରରେ ଅଶାଠୁଁ ଅଧିକ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। | |
ବୈବାହିକ ଜୀବନ ଭଲ ରହିବ ପରିବାର ମଧ୍ୟରେ ଅନନ୍ଦ ଉଲ୍ଲାସ ଦେଖାଦେବ ଅପଣ ଯେଉଁ କାମ କରିବାକୁ ଭାବିଛବ୍ତି ତାହା ସଂପୂର୍ଣ ହୋଇଯିବ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। | |
ବନ୍ଧୁ ସହ ବାହାରକୁ ବୂଲି ଯିବାର ଯୋଜନା କରିବେ। ଜୀବନସାଥୀଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ଭା କରିବେ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। | |
ଦିନଟି ବ୍ୟସ୍ତତାରେ କଟିବ। ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ଅର୍ଥ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ। ବିବାହିତଙ୍କ ଲାଗି ଦିନଟି ଭଲ। | |
ବେପାରରେ ବୁଝିଶୁଝି ନିବେଶ କରନ୍ତୁ ଅଫିସ କାମରେ ବାଧା ଦୂର ହେବ ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ। |
Odia Calendar 2022
Comments
comments