OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 16th December 2022

Odia Rashiphala

Odia Rashiphala

ନୃପତୂଲ୍ୟ ସମ୍ମାନାସ୍ବଦ ହେବେ । ସୁଗୁଣସମ୍ପନ୍ନ ହୋଇପାରନ୍ତି ।ନୀତିନିଷ୍ଠ ଓ ବିନୀତ ସ୍ବଭାବର ହେବେ। ଚତୁର ହେବେ। ଧନଯୁକ୍ତ ହେବେ |ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବେ।
ଧୈର୍ଯ୍ୟବାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି |ଧନବାନ୍ ହେବେ।ମହାଜନୀ କାରବାର ଲାଭଦାୟକ ହେବ। ପତ୍ନୀ ଗୃହ ନିପୁଣା ହୋଇପାରନ୍ତି | ଉନ୍ନତମାନର ବ୍ୟବସାୟରୁ ବିତ୍ତବାନ୍‌ ହେବେ।
ପରୋପକାରୀ ହେବେ |ଆୟୁଷ୍ମାନ୍ ହେବେ |ଆଶା କରାଯାଏ ଶତ୍ରୁଦମନକାରୀ ହେବେ |ନୂତନର ଅନୁସନ୍ଧାନକାରୀ ହେବାର ସୂଚନା ମିଳୁଛି |ବିପଦରୁ ଖୁବଶୀଘ୍ର ମୁକ୍ତି ପାଇବେ |ପତ୍ନୀ ଭାଗ୍ୟବତୀ ହେବେ |
ବିବାହ ବିଳମ୍ବିତ ହେବ |ପତ୍ନୀ ଆଜ୍ଞାକାରିଣୀ ଓ ସେବିକା ମନୋଭାବର ହୋଇପାରନ୍ତି |ଜୀବନ ସମୃଦ୍ଧିପୂର୍ଣ୍ଣ ହେବ |ସରକାରୀ ସ୍ତରରୁ ଧନଲାଭ ହୋଇପାରେ |ଶତ୍ରୁ ବିଜୟୀ ହେବେ |ନେତା ହେବେ |
ଶତ୍ରୁ ନାଶକ ହେବେ |ନିର୍ବାଚନରେ ବିଜୟୀ ହେବେ |ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି |ଆଇନ ପରାମର୍ଶଦାତା ହେବେ |ଭାଗ୍ୟବାନ୍ ,ଧନବାନ୍ ହେବେ |
ନ୍ୟାୟପ୍ରିୟ ହେବେ |ଅନୁସନ୍ଧାନକାରୀ ହୋଇପାରନ୍ତି |ସ୍ବାଭିମାନୀ ହେବେ |ଦେବୀଭକ୍ତ ଇ ଉତ୍ତମ ଲେଖକ ହେବେ |ପରିବାରର ମୁଖ୍ୟ ହେବେ |ଦେବୀଭକ୍ତ ଓ ଉତ୍ତମ ଲେଖେ ହେବେ |ପରିବାରର ମୁଖ୍ୟ ହେବେ ଲୋକଙ୍କୁ ସଂଗଠିତ କରି ରଖିବେ ଶକ୍ତିସମ୍ପନ୍ନ ହେବେ |
ଧନ୍‌ବାନ୍ ହେବେ |ଗୃହ ପରିବେଶ ଉତ୍ତମ ମାନର ହେବ |ବିଦେଶ ମାଟିରେ ଯଶସ୍ବୀ ଓ ସୁନାମ ଅର୍ଜନ କରିପାରନ୍ତି |ଖାନ୍‌ଦାନୀ ରହିବ |ବିଚାରପତି ବା ଚିକିତ୍ସକ ହୋଇପାରନ୍ତି |ପୈତୃକ ଧନ ମିଳିବ |
ଧନୀ ହେବେ |ଆୟୁଷ୍ମାନ୍ ହୋଇପାରନ୍ତି |ମାଲିମୋକଦ୍ଦମାରେ ବିଜୟୀ ହେବେ |ଭାଇମାନଙ୍କଠାରୁ ସହଯୋଗ ମିଳିବ |କୂଟନୀତି ବିଶାରଦ ହେବେ |ସଂଯମୀ ଓ ଆତ୍ମଶକ୍ତିସମ୍ପନ୍ନ ହେବେ |
ତୈଳ ବ୍ୟବସାୟ ଲାଭଜନକ ହେବ |କଠିନ ପରିଶ୍ରମୀ ହେବେ |ଗୁରୁଭକ୍ତ ହେବେ |ପୈତୃକ ସମ୍ପତ୍ତି ଭୋଗ କରିବେ |ଦୟାଳୁ ଇ ନ୍ୟାୟପ୍ରିୟ ହେବେ |କଥାବାର୍ତ୍ତା ମର୍ଜିତ ହେବେ |ପ୍ରବନ୍ଧକ ହେବାର ସୁଚନା ମିଳୁଛି |
ଧନ୍‌ବାନ୍ ହେବେ |ଶାନ୍ତିପ୍ରିୟ ହୋଇପାରନ୍ତି |ରାଜନୀତିଜ୍ଞ ହେବେ |ଶତ୍ରୁ ବିନାଶକ ଓ କଠିନ ଶ୍ରମ ସ୍ବୀକାର କରି ଧନ ଅର୍ଜନ କରିପାରନ୍ତି |ରାଜତୁଲ୍ୟ ହୋଇପାରନ୍ତି |ଆଧିପତ୍ୟ ବିସ୍ତାର କରିପାରନ୍ତି |
ପ୍ରଭାବଶାଳୀ ହୋଇପାରନ୍ତି |ପୁରୁଷାର୍ଥ ହେବେ |ମାତା,ପିତା,ଭଗ୍ନୀ ପ୍ରମୁଖ ବିଭିନ୍ନ ବିଦ୍ୟାରେ ପ୍ରବୀଣ ହୋଇପାରନ୍ତି |ଗୁପ୍ତ ବିଦ୍ୟଜ୍ଞାତା ହେବେ |କୃଷି କର୍ମ ଲାଭଦାୟକ ହେବ |ସୁଖୀ ହେବେ |
ଉଚ୍ଚ ଆସନ ଲାଭ କରିପାରନ୍ତି |ଶିକ୍ଷା ଉତ୍ତମାନର ହେବ |ପିତାମାତା ଦୀର୍ଘାୟୁ ହେବେ |ମାତୃସ୍ନେହ ମିଳିବ |ବିଦେଶ ବ୍ୟବସାୟରୁ ବହୁ ଧନ ପ୍ରାପ୍ତ ହେବେ |ବିଦ୍ବାନ୍,କ୍ରୋଧୀ ଓ ପ୍ରଜ୍ଞାଶୀଳ ହେବେ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments