OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 15th July 2022

Odia Rashiphala

Odia Rashiphala

କୌଣସି କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଜୀବନରେ ଖୁବ୍‌ ଉନ୍ନତି ହେବ।
ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ । ଦୀର୍ଘ ଦିନର ବାକିଥିବା କାମ ପୂରା ହୋଇଯିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ।
ଅଫିସ କାମରେ ବ୍ୟସ୍ତ ରହିବେ ଜୀବନସାଥୀଙ୍କ ସହ ସମ୍ବନ୍ଧକୁ ନେଇ ଅତ୍ୟଧିକ ଭାବପ୍ରବଣ ହେବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବୈବାହିକ ଜୀବନ ଖୁସିରେ ପୂର୍ଣ ରହିବ ଉଚ୍ଚ ଅଧିକାରୀଙ୍କ ସହ କୌଣସି ବିଷୟରେ ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
ନିତିଦିନିଆ କାମରେ ଆପଣଙ୍କୁ ସଫଳତା ମିଳିବ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବା ଅଫିସରେ ସହକର୍ମୀଙ୍କ ମହଯୋଗ ପାଇବେ ଶତ୍ରୁଙ୍କୁ ପରାସ୍ତ କରିବେ।
ଆଇନ ମାମଲାରେ ବିଶେଷ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ ଅପଣଙ୍କୁ ନୂଆ ବ୍ୟବସାୟର ପ୍ରସ୍ତାବ ମିଳିବ। ଆପଣଙ୍କର ସଫଳତା ସୁନିଶ୍ଚିତ ହେବ।
ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। କିଣାବିକାରେ ଆପଣଙ୍କୁ ଲାଭ ହେବ ବିବାହିତଙ୍କ ଲାଗି ଦିନଟି ଭଲା ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଲବ।
ପରିବାର ସହ ମନୋରଂଜନ ଲାଗି ଘରେ କୌଣସି ଖେଳ ଖେଳିବାର ଯୋଜନା କରିବେ ବେପାରୀଙ୍କୁ ଅଚାନକ ଧନଲାଭ ହେବା ଅଫିସ କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ।
ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେଯାଇ ସଫଳତା ପାଇବେ ସ୍ୱାସ୍ଥ୍ୟ ଲାଭ ପାଇଁ ଯୋଗ କରନ୍ତି ମାତାପିତାଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ।
ଆପଣଙ୍କର କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟ କାମରେ ଦୂର ସ୍ତାନକୁ ଯିବାର ଯୋଜନା କରିପାରନ୍ତି। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ପାଇବ।
ଅଧିକାରୀମାନଙ୍କ ସହ ବିଶେଷ ପ୍ରସଙ୍ଗ ନେଇ କଥାବାର୍ତ୍ତା କରିବେ ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। ଆପଣ ଧନଲାଭର ସୁଯୋଗ ପାଇବେ।
ପରିବାର ସହଯୋଗରେ ଜରୁରୀ କାମ ପୂରା ହୋଇଯିବ। କୌଣସି କଥାକୁ ନେଇ ଦୂଢ଼ନିଶ୍ଚୟ ରହିପାରିବେ ନାହିଁ। ବାହାରର ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments