![]() |
କୌଣସି କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଜୀବନରେ ଖୁବ୍ ଉନ୍ନତି ହେବ। |
ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ । ଦୀର୍ଘ ଦିନର ବାକିଥିବା କାମ ପୂରା ହୋଇଯିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। | |
ଅଫିସ କାମରେ ବ୍ୟସ୍ତ ରହିବେ ଜୀବନସାଥୀଙ୍କ ସହ ସମ୍ବନ୍ଧକୁ ନେଇ ଅତ୍ୟଧିକ ଭାବପ୍ରବଣ ହେବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। | |
ବୈବାହିକ ଜୀବନ ଖୁସିରେ ପୂର୍ଣ ରହିବ ଉଚ୍ଚ ଅଧିକାରୀଙ୍କ ସହ କୌଣସି ବିଷୟରେ ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। | |
ନିତିଦିନିଆ କାମରେ ଆପଣଙ୍କୁ ସଫଳତା ମିଳିବ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବା ଅଫିସରେ ସହକର୍ମୀଙ୍କ ମହଯୋଗ ପାଇବେ ଶତ୍ରୁଙ୍କୁ ପରାସ୍ତ କରିବେ। | |
ଆଇନ ମାମଲାରେ ବିଶେଷ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ ଅପଣଙ୍କୁ ନୂଆ ବ୍ୟବସାୟର ପ୍ରସ୍ତାବ ମିଳିବ। ଆପଣଙ୍କର ସଫଳତା ସୁନିଶ୍ଚିତ ହେବ। | |
ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। କିଣାବିକାରେ ଆପଣଙ୍କୁ ଲାଭ ହେବ ବିବାହିତଙ୍କ ଲାଗି ଦିନଟି ଭଲା ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଲବ। | |
ପରିବାର ସହ ମନୋରଂଜନ ଲାଗି ଘରେ କୌଣସି ଖେଳ ଖେଳିବାର ଯୋଜନା କରିବେ ବେପାରୀଙ୍କୁ ଅଚାନକ ଧନଲାଭ ହେବା ଅଫିସ କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ। | |
ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେଯାଇ ସଫଳତା ପାଇବେ ସ୍ୱାସ୍ଥ୍ୟ ଲାଭ ପାଇଁ ଯୋଗ କରନ୍ତି ମାତାପିତାଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। | |
ଆପଣଙ୍କର କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟ କାମରେ ଦୂର ସ୍ତାନକୁ ଯିବାର ଯୋଜନା କରିପାରନ୍ତି। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ପାଇବ। | |
ଅଧିକାରୀମାନଙ୍କ ସହ ବିଶେଷ ପ୍ରସଙ୍ଗ ନେଇ କଥାବାର୍ତ୍ତା କରିବେ ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। ଆପଣ ଧନଲାଭର ସୁଯୋଗ ପାଇବେ। | |
ପରିବାର ସହଯୋଗରେ ଜରୁରୀ କାମ ପୂରା ହୋଇଯିବ। କୌଣସି କଥାକୁ ନେଇ ଦୂଢ଼ନିଶ୍ଚୟ ରହିପାରିବେ ନାହିଁ। ବାହାରର ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। |
Odia Calendar 2022
Comments
comments