OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 15th April 2022

Odia Rashiphala

Odia Rashiphala

ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। କ୍ଷମାଶୀଳ ହେବେ।
କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନି ଦିଗରୁ ଆସିବ। ଧାର୍ମିକ ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ଯୁକ୍ତ ହେବେ।
ଉଦାର ପ୍ରକୃତରି ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିଜାତ ଦ୍ରବ୍ୟରୁ ଲାଭବାନ୍‌ ହେବେ। ଜଳପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ ହେବେ।
ମନ ପ୍ରସନ୍ନ ରହିବ। ଆତ୍ମବିଶ୍ୱାସୀ ହେବେ। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ଭାବ ଅତୁଟ ରହିବ। ଧାର୍ମିକ,ବନ୍ଧୁପ୍ରେମୀ ଓ ବିଦ୍ୱାନ୍‌ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ।
ଭାଗ୍ୟଶାଳୀ ହେବେ। ଆଦର୍ଶବାଦୀ ହେବେ। ମଧୁରଭାଷୀ,ସହନଶୀଳ, ଶାନ୍ତିପ୍ରିୟ, ଉଦାର ସ୍ୱଭାବ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ବଭିନ୍ନ ସୂତ୍ରରୁ ଧନ ପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ।
ଆୟ, ରୋଜଗାର ଆଶାନୁରୂପ ହେବ। ଐଶୂର୍ଯ୍ୟ ପ୍ରାପ୍ତିର ସଚନା ମଳୁଛି। ମାଲିମୋକଦ୍ଦମାରେ ବଜୟୀ ହେବେ। ଧନଲାଭ ହେବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରପାରନ୍ତି। ବିଦ୍ୱାନ୍, ଶାସ୍ତ୍ରଜ୍ଞ ହେବେ।
ଆପଣଙ୍କ ପ୍ରଗତି ପଥରେ ବିଘ୍ନକାରୀମାନେ ଅପଦସ୍ତ ହେବେ। ଏଥିପାଇଁବହୁବ୍ୟୟ କରିବାକୁ ପଡିବ।ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରପାରନ୍ତି। କର୍ମଚଞ୍ଚଳ ରହିବେ।
ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନତି ହେବା ସହିତ ବଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମଳିୁଛ।ଜ୍ଞାନୀ ହେବେ।
ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। କୁଳଉଜ୍ଜ୍ୱଳକାରୀ ହେବେ। ଦୟାର୍ଦଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।
ଭାଗ୍ୟଶାଳୀ ହେବେ। ଭୋଗୀ ଓ ବଳାସୀ ହୋଇପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ପତ୍ନୀ ସୁଶୀଳା,ଉତ୍ତମ ଗୃହିଣୀ ହେବେ।
ସ୍ୱାଭିମାନୀ ହୋଇପାରନ୍ତି। ଯଦି ସହଯୋଗୀ ବ୍ୟବସାୟ ଥାଏ; ତେବେ ତାହା ଲାଭଦାୟକ ହେବ। ଆଶୁସମସ୍ୟାର ମୁକାବିଲା କରବାରେ ସିଦ୍ଧହସ୍ତ ହେବେ। ସାମାନ୍ୟ ଅସୁସ୍ଥତା ଥାଇ ମଧ୍ୟ କର୍ମଚଞ୍ଚଳ ରହିବେ।
ବ୍ୟବସାୟ ଲାଭଦାୟକ ହେବ। ସମାଜସେବାରେ ନଜକୁନିୟୋଜିତ କରିପାରନ୍ତି। ଶାନ୍ତ ଓ ଧର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ। ମନରେ ଥିବା ଅହଂଭାବକୁସମର୍ପି ଦେଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments