OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 14th October 2022

Odia Rashiphala

Odia Rashiphala

ଜୀବନ ଉତ୍କୃଷ୍ଟ କରିବା ଲାଗି ଭଲ ସୁଯୋଗ ପାଇବେ। ପାରିବାରିକ ଜୀବନରେ ଶାନ୍ତି ବଜାୟ ରହିବ। ବ୍ୟବସାୟ ସମ୍ବନ୍ଧୀୟ ଲୋକଙ୍କ ସହ ଯୋଡିହେବାର ସୁଯୋଗ ପାଇବେ।
ଜୀବିକା କ୍ଷେତ୍ରରେ ପରିସ୍ଥିତି ଭଲ ରହିବ। ଆର୍ଥିକ ସ୍ଥିତି ସୁଦୃଢ ହେବ। ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ଆର୍ଥିକ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ। ଅଧିକାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ। କ୍ୟାରିୟରରେ ଆଗକୁ ବଢିବାର ରାସ୍ତା ଖୋଲିବା ମାତାପିତାଙ୍କ ସ୍ଵାସ୍ଥ୍ୟର ସୁଧାର ହେବ।
ଆପଣ ଭାବିଥିବା ସୁଟ୍ କାମ ସଂପୂର୍ଣ ହୋଇଯିବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ।
ଆପଣଙ୍କୁ ଭୀଗ୍ୟର ପୂରା ସହଯୋଗ ମିଳିବ। ଜୀବନସାଥୀଙ୍କ ବ୍ୟବହାରରେ ପ୍ରଭାବିତ ହେବେ। ଶିକ୍ଷାର୍ଥୀ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ।
ପରିବାର ଲୋକଙ୍କ ଆବଶ୍ୟକତା ପୂରା କରିବା ପାଇଁ ଚେଷ୍ଟା କରିବେ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ସଫଳତା ଖୁସି ଦେବ।
ବିଲଡର୍‌ମାନେ ଭାବିଚିନ୍ତି ପୁଞ୍ଜି ନିବେଶ କରନ୍ତୁ ବ୍ୟବସାୟ କାମରେ ଦୂର ସ୍ତାନକୁ ଯିବେ ଜୀବନଶୈଳୀରେ ପରିବର୍ତନ କରିବା ଦରକାର। ପ୍ରେମ ସଂପର୍କରେ ମଧୁରତା ଆସିବ।
ସାମାଜିକ କାର୍ଯ୍ୟରେ ସହଯୋଗ କରିବେ ଭାଗ୍ୟର ସହଯୋଗ ଯୋଗୁଁ ସବୁ କାମ ନିର୍ଧାରିତ ସମୟରେ ପୂରା ହୋଇଯିବ। ଲେଖାପଢା ପ୍ରତି ଆପଣଙ୍କର ରୁଚି ବଢିବ।
କର୍ମତତ୍ପରତା ପ୍ରକାଶ ପାଇବ। ବନ୍ଧୁ ସହାୟତା ମିଳିବ। ଶତ୍ରୁ ଦମନ କରବିାରେ ସଦ୍ଧହସ୍ତ ହେବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ। ପରକୁ ସାହାଯ୍ୟ କରବିାରେ ଆତ୍ମତୃପ୍ତି ମିଳିବ।
ଆପଣ ଆତ୍ମବିଶ୍ଵାସରେ ପୂର୍ଣ୍ଣ ରହିବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଲାଗି ଖୁବ୍‌ ଭଲ ସୁଯୋଗ ପାଇବେ। ପରିବାର ଲୋକଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।
ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତନ ହେବ। ନିଜର ଧ୍ୟାନ ଲକ୍ଷ୍ୟ ଆଡ଼କୁ ସଜାଇ ରଖିବେ ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ।
ବିଶେଷ କାମ ପାଇଁ ମନକୁ ନୂଆ ଉପାୟ ଆସିବ। ଜମି କିଣିବା ଲାଗି ଭଲ ପ୍ରସ୍ତାବ ମିଳିବ। ଅସନ୍ତୁଷ୍ଟ ବନ୍ଧୁଙ୍କୁ ମନାଇବା ପାଇଁ ଦିନଟି ଭଲ। ପାରିବାରିକ ଜୀବନ ଶାନ୍ତିମୟ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments