OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 13th May 2022

Odia Rashiphala

Odia Rashiphala

କଳକୌଶଳ ପ୍ରୟୋଗ କରି ଶତ୍ରୁପକ୍ଷଙ୍କୁନିଜ ନିୟନ୍ତ୍ରଣକୁ ଆଣିପାରନ୍ତି। ମନ ମଧ୍ୟରେ ଉଙ୍କିମାରୁଥିବା ଆଶଙ୍କା ଶଙ୍କଶୂନ୍ୟହୋଇପାରେ। ନମ୍ରତାର ପ୍ରତୀକ ହେବେ। ଋଣମକ୍ତୁ ହେବେ।
ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ପରିଧାନ ନୁହେଁ; ସ୍ୱସୂକର୍ମ ଆପଣଙ୍କ ପରିଚୟ ସୃଷ୍ଟି କରିବ। ପତ୍ନୀଙ୍କ ଆଶାକୁମଧମୁୟ କରିପାରନ୍ତି।
କୃଷି କର୍ମରେ ଆଦର୍ଶବାଦୀ ହୋଇପାରନ୍ତି। ତିଶ୍ରମ ସାର୍ଥକ ହେବ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। କୋମଳ ହୃଦୟ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି।
ଭକ୍ତିରୂପକ ଅମୂଲ୍ୟରତ୍ନକୁ ନିଜ ଇଷ୍ଟଙ୍କ ପାଦପଦ୍ମରେ ସମର୍ପଣ କରିପାରନ୍ତି। ବାଣିଜ୍ୟ କାରବାର ଫଳପ୍ରସୂ ହେବ ସରକାରୀ କାର୍ଯ୍ୟରୁ ଲାଭ ମିଳିବ। ଶ୍ରମ ଓ ନିଷ୍ଠାର ମହତ୍ତ୍ୱ ରହିଛି। ଈପ୍‌ସିତ ଧନ ମିଳିପାରେ।
ଦୈବୀବଳରେ ବଳୀୟାନ ହୋଇପାରନ୍ତି। ମାନ୍ୟତା ପ୍ରାପ୍ତି ସୂଚନା ମିଳୁଛି। ସାମାଜିକ କ୍ଷେତ୍ରରେ ତ୍ୟାଗପୂତ ମନୋବୃତ୍ତିର ହେବେ। ବିଭିନ୍ନ ଦିଗରୁ ଧନ ପ୍ରାପ୍ତ ହେବେ। ସତ୍‌ସଙ୍ଗରୁ ଶାନ୍ତି ଓ ତୃପ୍ତିର ସୂତ୍ର ମିଳିବ।
ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ସରକାରୀ ବା ବନ୍ଧୁସତ୍ରରୂ ଲାଭବାନ୍ ହେବେ। ଧୀ’ଶକ୍ତିସମ୍ପନ୍ନ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ହେବ।
ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗ ବାଛିନେଇପାରନ୍ତି। ସାଧନାରୁ ଶାଶ୍ୱତ ସୁଖର ସନ୍ଧାନ ପାଇବେ। ଭୋଗ ଭିତରେ ତ୍ୟାଗ ଥାଏ। ସେଠାରେ ଥିବା ସୃଜନ କାର୍ଯ୍ୟକ୍ରମ ବ୍ୟୟଭାରକୁ ବଢ଼ାଇ ଦିଏ।
ସବୁ ଆଶା, ଆକାଙକ୍ଷା ପୂରଣ କରିବାର ଦିନଟି ଆଜି। ଯାହା ଚାହିଁବେ ତାହା ଅନାୟାସରେ କରିପାରିବେ। ପରମ କଲ୍ୟାଣକାରୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ। ସରକାରୀ ଓ ବେସରକାରୀ ସତ୍ରରୂ ଧନ ପ୍ରାପ୍ତ ହେବ।
କର୍ମତତ୍ପରତା ପ୍ରକାଶ ପାଇବ। ପ୍ରଶଂସନୀୟ ପଦକ୍ଷେପ ମହାନତାର ପରିଚୟ ସଷ୍ଟି କରିବ। ଗୁଣର ପ୍ରସାର ଘଟାଇ ଜନମନକୁ ନିଜ ଆୟତ୍ତକୁ ଆଣିପାରନ୍ତି।ପୈତୃକ ସମ୍ପତ୍ତିରୁ ଅଧିକ ଧନ ଅର୍ଜନ ହେବ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସା ମଣ୍ଡିତ ହୋଇପାରନ୍ତି। କ୍ଷମତାର ସଦ୍ ବ୍ୟବହାର କରି ସଂଗଠନକୁ ଶକ୍ତିଶାଳୀ କରିପାରନ୍ତି। ପାରିବାରିକ ଓ ସାଂସାରିକ ସୁଖରେ ସୁଖୀ ହେବେ। ଅର୍ଥପ୍ରାପ୍ତ ହେବ।
ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ ଆପଣଙ୍କ ଧ୍ୟେୟ ହୋଇପାରେ। ଅମନ ମନ୍ଦିରର ସାରସକୁ ପୋଷାମନାଇ କର୍ମଯୋଗୀ ଭାବେ ନିଜର ପରିଚୟ ସଷ୍ଟି କରିପାରନ୍ତି।ସର୍ତକର ଦିନଟି ଆଜି।
ଯେତେ ଦୁଃଖଦ ସମ୍ବାଦ ଆସଲେ ମଧ୍ୟ ଆପଣଙ୍କ ମଖରୁ ହସ ଲିଭାଇ ପାରିବ ନାହିଁ। ସମର୍ପଣ ଭାବ ନେଇ ସେବା କ୍ଷେତ୍ରରେ ଜାଗ୍ରତ ରହବେ। ଧର୍ମପ୍ରାଣା ପତ୍ନୀଙ୍କ ସହଯୋଗ ଆପଣଙ୍କୁ ଶକ୍ତିସମ୍ପନ୍ନ କରିପାରେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments