OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 11th March 2022

Odia Rashiphala

Odia Rashiphala

ଧାର୍ମିକ , ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହେବେ । ଭାଷା ଓ ବ୍ୟବହାର ମଧୁରହେବ ।ପ୍ରେମୀ ଓ ସାହସୀହେବେ । ସାନଭାଇମାନଙ୍କଠାରୁ ଆଦର ମିଳିବ ।
ଭାଗ୍ୟ , କର୍ମାଭିମୁଖୀ ହୋଇପାରେ । ଆଦର୍ଶ ବ୍ୟକ୍ତିତ୍ୱ ଯୁକ୍ତ ହେବେ । ସହିବା ଗୁଣ ଅଧିକ ହେବ । ଶାନ୍ତି ପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ତ୍ୟ ଜୀବନ ସୁଖପ୍ରଦ ହେବ । ଧନାଗମ ହେବ ।
ସାଧନା ଫଳବତୀ ହେବ । ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ । ବିଦ୍ୱାନ୍ ଓ ଶାସ୍ତ୍ର୍ବଜ୍ଞ ହେବେ । ଧନସମ୍ପଦ ଭରପୂର ରହିବ । ସୁସ୍ୱାଦୁ ଭୋଜନ ମିଳିବ ।
କର୍ମଚଞ୍ଚଳ ରହିପାରନ୍ତି । ଛଳନାପୂର୍ଣ କଥାରେ ସାମୟିକ ଭାବେ ପରକୁ ଆପଣାର କରିପାରନ୍ତି । ସାହସୀ ଓ ଜ୍ଞାନୀ ହେବେ। ଗୁପ୍ ବିଦ୍ୟାରେ ରୁଚି ରହିବ। ମୋହବତ୍ତରେ ପଡି ଧନ ବ୍ୟୟ କରିପାରନ୍ତି ।
ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । ସରକାରୀ ଷ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି ।
କର୍ମଚଞ୍ଚଳ ରହିବେ । କୁଳ ପ୍ରଦୀପ ରହିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସ୍ନେହ ଶ୍ରଦ୍ଧା ରହିବ।
ଚେଷ୍ଟା ଶୁଭପ୍ରଦ ହେବ । ଦାନଧର୍ମରେ ଦୀକ୍ଷ ତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ। ତଭାଗୀ ଓ ବିଳାସୀ ହେବେ । ଦିନଟି ସୁଖ ସମୃଦ୍ଧି ପୁର୍ଣ୍ଣ ହେବ । ବିଦ୍ୱାନ୍ , ସାହସୀ ଓ ସମ୍ପତ୍ତିବାନ୍ ତହାଇପାରନ୍ତି ।
ପ୍ରତିଶୋଧ ପରାୟଣ ମନୋବୃତ୍ତିଗ୍ରହଣ କରିପାରନ୍ତି । ଅଧିକ ପରିଶ୍ରମହେତୁ କ୍ଲାନ୍ତି ଅନୁଭବ କରିବେ । ମିତ୍ରମାନେକରଛଡା ଦେଇପାରନ୍ତି । ଗୁଣୀ,ଜ୍ଞାନୀ ବ୍ୟକ୍ତିଙ୍କ ଠାରୁ ଆଶ୍ୱସନା ମିଳିବ ।
ସେବା-ଧର୍ମରେ ଉଦ୍ବୃତ୍ତତ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟଶୀଳ ହେବେ । ବ୍ୟବସାୟ ଲାଭଜନକ ହେବ । ସ୍ୱକର୍ମ ବଳରେ ପ୍ରଶଂସାର ପାତ୍ର ହେବେ । ପତ୍ନୀଙ୍କ ସୁପରାମର୍ଶ ଗ୍ରହଣ ଯୋଗ୍ୟ ହେବ ।
ଅନାବଶ୍ୟକ ଖର୍ଚ୍ଚର ସମୁଖୀନ ହେବେ । ଭାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଥ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷ୍ୟେତ୍ରରେ ଉଚ୍ଚ କତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ ।
ଜୀବନ ସମର୍ପିତ ହେବ। ଈଶ୍ୱରୀୟ ଚେତନାରେ ଉଦ୍ବୃତ ହେବେ । କର୍ମ ଚଞ୍ଚଳ ରହିବେ । ଆକସ୍ମିକ ଧନଲାଭ ହୋଇପାରେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ତେଜସ୍ୱୀ ହାଇପାରନ୍ତି ।
ବିଳମ୍ବରେ କାର୍ଯ୍ୟ ହାସଲ କରିବାରେ ସଫଳ ହେବେ । ଉଦାର ସ୍ୱଭାବ ଓ ଦାନଶୀଳ ହୋଇପାରନ୍ତି । ସୁସ୍ଥ ରହିବେ । କୃଷିରୁ ଲାଭ ମିଳିବ । ଜଳ ପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।

For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Order Odia Bhagyajyoti Calendar 2022 From OdishaShop.com

Comments

comments