OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Fraiday 2nd September 2022

Odia Rashiphala

Odia Rashiphala

ଆପଣଙ୍କ ବ୍ୟକ୍ତିତ୍ଵ ବିଳଶିତ ହେବ। ଲୋକମାନଙ୍କ ଇଚ୍ଛା ଜାଣିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହଯୋଗରେ କାମ ପୂରା ହେବ। ଘରକୁ ବନ୍ଧୁଙ୍କ ଆଗମନ ହେବ।
ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତି ହେବ। ଶିକ୍ଷଣୀୟ କାମରେ ମନ ଲାଗିବ। ବଡ଼ ଭାଇଙ୍କ ଠାରୁ ଉପହାର ପାଇବେ ସୁସ୍ଥ ସବଳ ଅନୂଭବ କରିବେ।
ନିଜର କାମ ଭଲଭାବେ କରିବା ଲାଗି ପ୍ରୟାସ କରିବେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। କାରବାର ନେଇ କୌଣସି ନିକଟ ସଂପର୍କୀୟଙ୍କ ଠାରୁ ପରାମର୍ଶ ନିଅନ୍ତୁ।
ଭାବିଥିବା କାମ ପୂରା ହେବ। ଆଖପାଖ ଲୋକଙ୍କର ସହଯୋଗ ପାଇବେ। ଉତ୍ସରୁ ଧନଲାଭ ହେବ। ବଡ଼ ଅଧିକାରୀଙ୍କ ସହ ସାକ୍ଷାତ ସଫଳତା ଦେବ।
ଅଫିସରେ ଅଧିକ କାମ କରିବା ଯୋଗୁଁ ବିଳମ୍ବରେ ଘରେ ପହଞ୍ଚିବେ। ବନ୍ଧୁ ସହ ବାହାରକୁ ବୁଲିଯିବାର ଯୋଜନା କରିବେ। ଆପଣଙ୍କୁ ରୋଜଗାରର ଅବସର ମିଳିବ।
ନିଜର ଦାୟିତ୍ଵ ଲଲଲାବେ ତୁଲାଇବେ। ସୁସମ୍ବାଦ ପାଇବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଧନଲାଭର ଯୋଗ ରହିଛି ଜୀବନସାଥୀ କୌଣସି କାମରେ ସାହାଯ୍ୟ କରିବେ।
ଅଫିସ ଜାମରେ ଅଧିକ କ୍ରିୟାଶୀଳ ହେବେ। ଆୟ ବୃଦ୍ଧି ହେବ। ଜୀବନସାଥୀ କୌଣସି କାମ ପାଇଁ ଆପଣଙ୍କର ପ୍ରଶଂସା କରିବେ ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।
ଅଫିସରେ ଆପଣ ମତ ପ୍ରକାଶର ଅବସର ପାଇବେ। ଅନିୟମିତ ଦିନଚର୍ଯ୍ୟା କାରଣରୁ ଆଳସ୍ୟ ବଢିବ କ୍ୟାରିୟରରେ ଆପଣ ସଫଳତା ପାଇବେ।
କିଛି ନୂଆ କଥା ଶିଖିବେ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ଆପଣଙ୍କୁ ଲୋକମାନଙ୍କ ସହଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତୀମନ ସ୍ତାପିତ କରିବେ।
ମହତ୍ତ୍ୱପୂର୍ଣ୍ଣ ଖବର ପାଇବେ। ରାଜନୀତିରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ଜୀବନ ଭଲ ରହିବ।
ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସ୍ଵାସ୍ଥ୍ୟ ଭଲ ରହିବ। କାମରେ ସଫଳତା ମିଳିବ। କାରବାରରେ ଆପଣଙ୍କୁ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ବିବାଦଠୁଁ ଦୂରରେ ରୁହନ୍ତୁ କୌଣସି କଥାରେ ରାଗନ୍ତୁ ନାହିଁ। ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହେବ। ନିବେଶ ସମ୍ବନ୍ଧରେ ନୂଆ ପରାମର୍ଶ ପାଇବେ।

For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments