OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିଙ୍ଗୁଡି ପକୋଡି

Chingudi pokda

Chingudi pokda

ସାମଗ୍ରୀ:
୯ସେ.ମି ସାଇଜର ଚିଙ୍ଗୁଡିମାଛ ଅଧକିଲୋ
୨କପ୍ ମଇଦା
୧ଟି ଅଣ୍ଡା
ଅଧକପ୍ ଦୁଧ
ଅଧକପ୍ ବେକିଂ ପାଉଡର
ଛାଣିବା ପାଇଁ ତେଲ
୧ଟେବୁଲ୍ ଚାମଚ ଭିନେଗାର
ଦରକାର ମୁତାବକ ଲୁଣ

ପ୍ରସ୍ତୁତି:
ଚିଙ୍ଗୁଡିର ପୁରା ଚୋପା ଛଡାଇ ଣେଇ,ଲୁଣ ଓ ଭିନେଗାର ଦେଇ ଅଧଘଣ୍ଟା ରଖନ୍ତୁ |ମଇଦା ଅଣ୍ଡା ,ଦୁଧ,ବେକିଂ ପାଉଡର୍ ମିଶାଇ ଭଲଭାବରେ ଫେଣ୍ଟନ୍ତୁ |ଗୋଟିଏ ଗୋଟିଏ ଚିଙ୍ଗୁଡି ଏହି ମଇଦା ମିଶାରେ ବୁଡାଇ ଛାଣିବେ |

Comments

comments