OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Top-4 Sms

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଏ ଭଳିକା ପୁଅ ମା ପେଟୁ ମଲେ
ଚିନ୍ତା ନ ହୋଇବ କାହାକୁ
କୁଳର କଳଙ୍କ ବାପାଙ୍କର ନାଁ
ବୁଡାଇବ ତୁମେ ଶେଷକୁ

E Bhalika Pua Maa Petu Male
Chinta Na Hoiba Kahaku
Klulara Kalanka Bapankara Na
Budaiba tume Sheshaku

ମାଙ୍କୁ ମାଇପ କରିଦେବ ତୁମେ
ମଦ ପିଇଦେଲେ ଥରୁଟେ
ନିଶା ଟଳି ଟଳି ଭଉଣୀକୁ ଯୀଏ
ଭାବୁଥାଏ ସେଟା ପରୁଟେ

Maanku Maipa Karideba Tume
Mada Piidele Tharute
Nisha Tali Tali Bhauneeku Jie
Bhabuthae Seta parute

ଘରେ ବସି ଏବେ ବୋତଲ ଗଡାଇ
ପ୍ରେମ କରିବାର ମଜ୍ଜା
ପରଝିଅ ପ୍ରତି ଅନ୍ୟାୟ କରିଲେ ପ୍ରଭୁ
ଦେଲେ ଏବେ ସଜ୍ଜା

Ghare Basi Ebe Botala Gadai
Prema Karibara Majja
Parajhia Prati Anyaya karile Prabhu
Dele Ebe Sajja

କଲେଜରେ ପାଠ ପଢିବା ତୁମର
ସବୁଦିନ ପାଇଁ ଗଲା
ମୋର କେଶ୍ ସସ୍ ପେଣ୍ଡ ହୋଇ
କଲେଜ ଆସିବା ସରିଲା

Collage Re Patha Padhiba Tumara
Sabudina Pain Gala
Mora case Suspend Hoi
College Asiba Sarila

Comments

comments