OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Sms For Prana Mitanire Niridaya Hei

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

Odia Sms

ପ୍ରଣା ମିତଣୀରେ ନିରିଦୟ ହେଇ କରିଦେବ ଯଦି ଆଉଟ୍
ତୁମ ନାମ ଧରି ଜୀବନ ହାରିବି ନାହିଁ ଯେ ଏଥିରେ ଡାଇଟ୍

Prana Mitanire Niridaya hei karideba Jadi Out
Tuma Nama Dhari Jibana Haribi Nahin Je Ethir Dait

ସତରେ ପ୍ରେୟସୀ ମୋର ସାଙ୍ଗେ ଯଦି ହୋଇଯିବ ତମେ
ଫିଟିଙ୍ଗ୍ ଜାଣିବି ଜୀବନେ ସକସେସ୍ ହେଲି ଆମ ଯୋଡି ହବ ମ୍ୟାଚିଙ୍ଗ୍

Satare Preyasi Mor Sange Jadi Hoijiba Tame Phiting
Janib Jibane Succes Heli Ama Jodi Haba Matching

ସାରା ଦୁନିଆରେ ସବୁ ଫୁଲଠାରୁ ସୁନ୍ଦର ତ ହସଫୁଲ
ହସଫୁଲଟିକୁ ଭଲ ପାଏ ଯିଏ ସେଇ ଅଟେ ସିନା ଭଲ

Sara Duniare Sabu Phulatharu Sundara Ta Hasaphula
Hasa Phulatiku Bhala Pae Jie Sei Ate Sina Bhala

ଆଉ ଯଦି କ୍ବେ ଭୁଇ ନ କରିବ ତେବେ ମୁଁ କରିବି ଚିନ୍ତା
ଆଇ ଲଭ ୟୁ ବୋଲି କହିଥିଲେ ତୁମେ ମନେ ଅଛି ତୁମ କଥା

Au Jadi Kebe Vul Na Kariba Tebe Mu Karib Chinta
I Love You Boli Kahithile Tume Mane Achi Tuma Katha

ଦରଫୁଟା ଫୁଲ ପରି ହସି ହେଲେ ଅଳପ ଅଳପ ଦିଶେ ଲାଯ
ପରା ଅଟେ ନାରୀର ଗହଣା ଖୋଲା ଖୋଲି କିଏ ହସେ

Daraphuta Phula Pari Hasi Hele Alapa Alapa Dishe
Laja Para Ate Narira Gahana KholaKholi Ki Hase

Comments

comments