Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ମାଙ୍କ ଦୟାରୁ ସୁଖମୟ ହେଉ ତୁମରି ଭବିଷ୍ୟ ଦିନ
ପ୍ରଭୁଙ୍କ ନିକଟେ ଏହି ନିବେଦନ କରୁଥାଏ ପ୍ରାଣଧନ
Maanka dayaru sakhamaya heu tumari bhabishya dina
prabhunka nikate ehi nibedana karuthae pranadhana
ବିଶ୍ୱାସରେ ତୁମେ ବଷ ଭରିଦେଲେ ମୋ ପାଇଁ ଅମୃତ ସେହି
ତୁମ ନାମ ଧରି ସେ ବିଷ ପିଇବି ସତ୍ୟ କହୁଅଛି ମୁହିଁ
Biswasare tume basha bharidele mo pai amruta sehi
tuma nama dhari se bisha pieba satya kahuachhi muhi
ବିଶ୍ୱାସରେ ତୁମେ ବଷ ଭରିଦେଲେ ମୋ ପାଇଁ ଅମୃତ ସେହି
ତୁମ ନାମ ଧରି ସେ ବିଷ ପିଇବି ସତ୍ୟ କହୁଅଛି ମୁହିଁ
Bishwasare tume basha bharidele mo pai amruta sehi
tuma nama dhari se bhsha piebi satya kahiachhi muhi
ତୁମକୁ ମୁଁ ରହିବି ଦେବତା ତୁମରି ପ୍ରେମକୁ ଚାହିଁ
ଏ ଜୀବନେ ଯଦି ନ ପାଇ ପାରିବି ଆର ଜନ୍ମଯାଏ ମୁହିଁ
Tumaku mu rahibi debata tumari premaru chahi
e jeebane jadi na pai paribi ara janae muhi
ଅନ୍ୟ ହାତ ଧରି କି ଦେବି ତାହାକୁ ମୋଠାରେ ନାହିଁ ତ
କିଛି ଯାହା ସଞ୍ଚିଥିଲି ଯୁବତୀ ଜୀବନୁ ତୁମକୁ ଦେଇଛି ଯାଚି
Anya hata dhari ki debi tahaku motharu nahi ta kichi
jaha sanchithili jubatee jeebanu tumaku deichhi jachi
Comments
comments