OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Sms For Sehi kalankaku satee tikakari pindhili

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

Odia SMS
Odia SMS

ସେହି କଳଙ୍କକୁ ସତୀ ଟିକାକରି ପିନ୍ଧିଲି ସତୀ ସିନ୍ଦୂର
ତୁମେ ମୋର ପ୍ରିୟ ହୃଦୟ ଦେବତା ଏ ଦାସୀ ଅଟେ ତୁମର

ସେହି କଳଙ୍କକୁ ସତୀ ଟିକାକରି ପିନ୍ଧିଲି ସତୀ ସିନ୍ଦୂର
ତୁମେ ମୋର ପ୍ରିୟ ହୃଦୟ ଦେବତା ଏ ଦାସୀ ଅଟେ ତୁମର

Odia SMS

ପାଦରୁ ଦୂରେଇ ଦେଲେ ମୋତେ ପ୍ରିୟ ଚିନ୍ତାନାହିଁ ତିଳେ ମୋର
ମାରିଦେବା ଟେକା ହାଣିଦେବା ପାଣି ନ ଫେରେ ହାତକୁ ତାର

Tadaru doorei dele mote priya chintanahi tile mora
marideba teki hanideba na phere hataku tara

ମୋ ଭାଗ୍ୟକୁ ନେଇ ବିଶ୍ୱାସ ମୁଁ କରି ତୁମରି ପଥକୁ ଚାହିଁ
ଚୀରକୁମାରୀ ମୁଁ ହୋଇଣ ରହିବି ତୁମ ରୂପ ଛବି ଚାହିଁଥାଏ

Mo bhagyaku nei bishvasa mu kari tumari pathaku cahi
cheerakumaree mu hoina rahibi tuma rupa chabi chahithae

Odia SMS

ଶ୍ୱଶୁର ଯାହାର ଅତି ଯେ କୃପଣ ଶାଶୁକଥା ଜଣା ନାହିଁ
ତୁମରି ଘରରେ ଏ ଗରିବ ଝିଅ ଚଳି ଯେ ପାରିବ ନାହିଁନ୍ତି

swashura jahara ati je krupana shashukatha jana nahi
tumari gharare e gariba jhia chali je pariba nahimti

Comments

comments