Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ପତ୍ର ପାଇ ତୁମେ ପତ୍ର ଯେ ଲେଖିବ ହେଉଁଠାରେ ଅଛ ରହି
ଭଲମନ୍ଦ ତବ ଶୁଭାଶୁଭ ଭାର୍ତ୍ତା ମୋତେ ଯେ ଦେବ କଣାଇ
Patra pai tume patra je lekhiba heuthare acha rahi
bhalamanda taba shubhashuba bhartta mote je deba kanai
ତୁମେ ଯଦି ମୋତେ ଭଲ ପାଉଥାଅ ଆମର ଅମର ପ୍ରୀତି
ଆମ ପ୍ରୀତି ସାକ୍ଷୀ ରହିଥିବ ସଦା ସେଦିନ ମିଳନ ରାତି
Tume jadi mote bhala pauthau amara amara preeti
ama preeti rahithiba sada sedina milna rati
ପ୍ରେମ ଏକ ବସା ବାଇ ଚଢେଇର ବାଆ କଲେ କିସ
ଯାଏ ଯେତେ ପ୍ରତିରଣା ସହି ପବନେ ଦୋହଲୁ ଥାଏ
Prema eka basa bai chadheira baa kale kisa jae
jete prtiro prataranee sahi banane dohalu thae
ତୁମରି ଉପରେ ଭରସା ରଖି ମୁଁ ଆହିଲୁହ ସାକ୍ଷୀ କରି
ଦିନ ବିତାଇଛି ଦୁଃଖର ଅଶ୍ରୁରେ ତବ ପାଦ ଆଶ୍ରା କରି
Tumari upare bharasa rakhi mu ahiluha sakshi kari
dina bitachhi dhukha ashrure taba pada ashra kari
ତୁମରି ଯଦି ପାଦୁ ଦୂରେଇ ଦେବ ହେ ମୁଁ ହେବି କାହାଋ
କୁହ ଆଶା ରଖିଅଛି ତୁମରି ପାଦକୁ ଅନ୍ତରେ କୁହୁଳେ କୋହ
Tumari jadi padu durei deba he mu hebi kahara
kuha asha rakhiachhi tumari padaku antare kuhule koha
Comments
comments