OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Sms For gheniba pranama mo jeebana

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

Odia SMS

ଘେନିବ ପ୍ରଣାମ ମୋ ଜୀବନ ଧନ ଏ ଦାସୀ ମିନତି କରେ
ତୁମରି ପ୍ରେମରେ ପାଗଳୀନି ସାଜି ସସ୍ମୀତା ତୁମରି ଝୁରେ

gheniba pranama mo jeebana dhana e dashee minati kare
tumari premare pagaleeni saji ssmita tumari jhuri

Odia SMS

କେତେ ଦୂରେ ଚନ୍ଦ କେତେ ଦୂରେ କଇଁ ଅଭେଦ ପ୍ରୀତି ତାଙ୍କର
କେହି କଣ କେବେ ଭୁଲି ଯେ ପାରଇ ପ୍ରେମିକା ପ୍ରେମିକ ତାର

Kete doore chanda kete doore kai abheda priti tankara
kehi klana kebe bhuli je parai premika premika tara

Odia SMS

କୁମାରୀ ଜୀବନ ସାଇତା ଧନ ମୋ କୁଆଁରୀ ସତୀତ୍ୱ ମୋର
ତୁମରି କୋଳକୁ ସମରପି ଦେଇ ଆଶା ଥିଲା ବହୁ ମୋର

Kumaree jeebana saita dhana mo kuari sateetwa mora
tumari kolaku samarapi dei asha thila bahu mora

Odia SMS

ମମତା କି ହେବ ମୁକୁତାର ତୁଲ ସ୍ନେହଠାରୁ ବଳି ନାହିଁ ଏ ଦାସୀ
ପ୍ରଣାମ ପାଦରେ ଆଶ୍ରୟ ଦେବ ହେ ଦେବତା ନେଇ

Mamata ki heba mukutara tula snehatharu bali nahi
e dasee pranama padare ashraya deba he debata nei

Comments

comments