OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Sms For Sanja salita mu brundabatee mule 

Odia SMS

Odia SMS

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

Odia SMS

ସଞ୍ଜ ସଳିତା ମୁଁ ବୃନ୍ଦାବତୀ ମୂଳେ ଜାଳି ମନକଥା କହେ
ମା ମଙ୍ଗଳାଙ୍କୁ ସିନ୍ଦୂର ମନାସୀ ଦୁଃଖ ଜଣାଇ ରହେ

Sanja salita mu brundabatee mule jali manakatha
kahe maa mangalanku manasee dukha janAie rahe

Odia SMS

ମାଙ୍କଦୟାରୁ ଅଳପ ଦିନରେ ଚାକିରୀ ତୁମର ହେଉ
ଏ ଦାସୀକୁ ପଛେ ପର କରିଦିଅ ତୁମ ଦେହ ଭଲ ରହୁ

maankadayaru alpadinare chakiree tumari heu
e daseeku pachhe para karidia tuma deha bhala rahu

Odia SMS

ତୁମେ ହେ ଦେବତା ଧୋକା ଦିଅ ପଛେ ଚିନ୍ତା ନାହିଁ ମନେ
ମୋର ତୁମରି ଶରୀର ସଦା ଭଲ ଥାଉ ଏତିକି ମିନତୀ ମୋର

Tume he debata dhoka dia pachhe chinta nahi mane mora
tumari shareera sada bhala thau etiki minatee mora

Odia SMS

ତୁମରି କଥାରେ ବିଶ୍ୱାସ ରଖି ମୁଁ ରହିବି ତୁମକୁ ଚାହିଁ
ଏ ଜୀବନେ ଯେବେ ପାଇ ନ ପାରିବି ଆରଜନ୍ମେ ଥିବି ଚାହିଁ

Tumari kathare bisasa rakhi rahibi tumaku chahni
e jebane jebe paina paribi aijanme thibi chahmi

Odia SMS

ସାଜି ସନ୍ନ୍ୟାସିନୀ ରହିବି ଦେବତା ଅଜପା ମନ୍ତ୍ରକୁ ପଢି
ତୁମେ ପ୍ରିୟତ୍ତମ ମୋ ହୃଦଚନ୍ଦନ ନ ପାରିବି ପର କରି

saji snnyasinee rahibi debata ajapa antraku padhi
tume priyauttama mo hrudandana na paribi para kari

Comments

comments