Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଏତିକିରୁ ଇତି କରିଲି ମୋ ଚିଠି ସବୁକଥା ଲେଖିକରି ତୁମରି ପାଖକୁ ପଠାଇ ଦେଲି ମୁଁ ପଢିବ ହେ ଦୟାକରି
Etikiru eti karili mo chithi sabukatha lkhikari tumari pakhaku pathai deli mu padhiba he dayakari .


ପିରତୀ ପଥକୁ ଆଶ୍ରାକରି ମୁହିଁ ବିପଥେ ପାଦ ମୁଁ ଦେଲି ଏ ଦୁଃଖ ଜୀବନ ମୋ ଦୁଃଖ କାହାଣୀ ଆଗେ କହିବି ପୁଣି
Paratee pathaku ashrakari muhi bipathe pada mu deli dhukha jeebana mo dukha kahane aage kahibi puni .

ଜୀବନରେ ଯେବେ କେବେ ଦେଖାହୁଏ କହିବି ହୃଦୟ ଖୋଲି ତୁମକୁ ଜଳୁଥିବି ସଦା ସଳିତା ପରି ମୁଁ ଜଳ
Jeebanare jebe kebe dekhahue kahibi hrudaya kholi tumaku jalithibi sada salita pari mu jala

ତୁମେ ଯଦି ପାଦୁ ଦୂରେଇ ଦେବ ହେ ମୁଁ ହେବି କାହାର କୁହ ଆଶା ରଖିଅଛ ତୁମରି ପାଦକୁ ଅନ୍ତରେ କୁହୁଳେ କୋହ
Tume jadi padu doorei deba he mu hebi kahara kuha asha rakhiachha tumari