Are you looking for Odia Sad Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ତୁମରି ଯଦି ପାଦୁ ଦୂରେଇ
ଦେବ ହେ ମୁଁ ହେବି କାହାର
କୁହ ଆଶା ରଖିଅଛି ତୁମରି
ପାଦକୁ ଅନ୍ତରେ କୁହୁଳେ କୋହ
Tumari jadi padu durei
Deba he mu hebi kahara
Kuha asha rakhiachhi tumari
Padaku antare kuhule koha
କେବଳ ତୁମେ ହିଁ ମୋ ହୃଦୟର ନିକଟତର
ତୁମର ପ୍ରେମ ହିଁ ମୋର ପ୍ରକୃତ ଭାଗ୍ୟ
ଏପର୍ଯ୍ୟନ୍ତ ମୁଁ ମୋ ଜୀବନରେ ହାରି ଆସିଛି
ତୁମର ଉପସ୍ଥିତି ଏହି ଜୀବନର ଏକମାତ୍ର ବିଜୟ
Kebala tume hni mo hrudayara nikatatara
Tumara prema hni mora prakruta bhagya
Eparjyanta mun mo jeebanare hari asichhi
Tumara upasthiti ehi jeebanara ekamatra bijaya
ତେଲ ହଳଦୀକୁ ଭୁଲି ମୁଁ ଯାଉଛି ଭୁଲିଛି
ସୁଖ ସ୍ବଚ୍ଛନ୍ଦ କେବଳ ବଞ୍ଚିଛି ତୁମ କଥା
ପରେ ଭାବି ମୋର ଭଲ ମନ୍ଦ
Tela haladee bhuli mu jauchi bhuli
Sukha swacchanda kebala banchichi
Pare bhabi mora bhala manda
ପିରତୀ ପଥକୁ ଆଶ୍ରାକରି ମୁହିଁ ବିପଥେ ପାଦ
ମୁଁ ଦେଲି ଏ ଦୁଃଖ ଜୀବନ ମୋ ଦୁଃଖ
କାହାଣୀ ଆଗେ କହିବି ପୁଣି
Pirati pathaku ashra kari muhni bipathe patha
Mun deli e dhukha jeebana mo dhhukha
Kahanee age kahibi puna
ଏତିକିରୁ ଇତି କରିଲି ମୋ ଚିଠି ସବୁକଥା
ଲେଖିକରି ତୁମରି ପାଖକୁ ପଠାଇ ଦେଲି
ମୁଁ ପଢିବି ହେ ଦୟାକରି
Etikaru iti karili mo chithi sabukatha’
Lekhikari tumari pakhaku pathaideli
Mun padhibi hey dayakari
Comments
comments