Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ସତର୍କ କରି ଜଣାଇ ଦେଉଛି
ଯାଇଥିଲି ମେଡିକାଲକୁ
ଫାୟରିଙ୍ଗ କରି ଇନ୍ଜୋଡ କରିଲି
ଦେଖାକଲି ଯାଇ ତୁମକୁ
Satarka Kari Janai Deuchi
Jaithili Medikalku
Phayaring Kari Injored Karili
Dekhakali Jai Tumaku
ଭଲ ହୋଇ ଯେବେ ଫେରିବୁ ଘରକୁ
ମୋ ସାଥେ ଲାଗିବୁ ଯେବେ
ମୋ ଓଟିରେ ତୋତେ ଅପରେସନ
କରି ପଠାଇଣ ଦେବି କେବେ
Bhala Hoi Jebe Pheribu Gharaku
Mo Sathe Lagibu jebe
Mo Oti Re Tote operation
Kari Pathaina Debi Kebe
ସସ୍ମୀତାର ଜ୍ୟୋତି ଦେଖିଲୁ ତ ନିଜ
ଆଖିରେ ବେଶି ଯଦି କିଛି ଦେଖିବାକୁ ଚାହିଁ
ଦେଖିବୁ ରହିକି ସାଥିରେ
Sasmeetara Jyoti Dekhilu Ta Nija
Akhire Beshi Jadi kichhi Dekhibaku Cahni
Dekhibu Rahiki sathire
ଜୀବନଟା ନୁହେଁ ମଦର ଅୟସ
ଯୁବତୀକୁ କୋଳେ ଧରି
ଯେଦିନ ବିତାଏ ତା ଜୀବନେ ଦୁଃଖ
ଯନ୍ତ୍ରଣା ଯେ ଅଛି ପୁରି
Jeebanata Nuhne Madara Ayasa
Jubateeku Kole Dhari
Je dina Bitae Ta Jeebane Duhkha
Jantrana Je Achhi Puri
ଯେତେ ଧନଶାଳୀ ହୋଇଥାଅ ପଛେ
ଜନମି ବିଶାଳ କୁଳରେ
ପାଠରେ ପଣ୍ଡିତ ହୋଇଥିଲେ ସୁଧା
ଚରିତ୍ର ସବୁରି ମୂଳରେ
Jete Dhanashalee Hoithaa Pachhe
Janami Bishala Kulare
Pathare Pandita Hoithile Sudha
Charitra Saburi Mulare
Comments
comments