Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଏ ରୂପ ଯୌବନ କରାଏ ଉଚ୍ଛନ୍ନ କାହିଁକି ଏପରି ହେଉଛି ଯଉବନ
ଫୁଲ ମୋ ବୁକୁରେ ଫୁଟି କେତେ ନିନ୍ଦା ମୋତେ ଦେଉଛି
E roopa joubana karae ucchanna kahinki epari heuchhi
jubana phula mo bukure phuti kete ninda mote deucchhi
କଞ୍ଚା କମଳାର ଆକୃତି ଧରିଣ ଫୁଲେଇ ଦେଲା ମୋ ଛାତିକୁ
ସିରିସିରି ହୋଇ ସେ ବଥା ବିନ୍ଧିଲା ଦେଖାଇବି ଅବା କାହାକୁ
Kanca kamalara akrutidharina phulei dela mo chatiku
sirisiri hoi se batha bindhala dekhaibi aba kahaku
ସତ ହୋଇଅଛି ସେଦିନର ସେଇ ଟିକେ ମିଛି ମିଛି ସପନ
ମିଛ ଲାଗୁଥିଲା ସେଦିନ ସେ କଥା ଆନି କିନ୍ତୁ ସତ ସପନ
sata hoiachhi sedinara sei tike michhi michhi sapana
michha laguchhithila sedina se katha ani kintu sata sapana
ତୁମ ଧୀର କଥା ଚଞ୍ଚଳ ସ୍ୱଭାବ ଲାଗେ ଭାରି ପିଲାଳିଆ
ସରଳ କୋମଳ ଅଟେ ଯା ର ମନ ସବୁଦିନେ ସେହି ନୂଆ
Tuma dheera katha chancal lage swbhaba lage bhari
pilalia sarala komala ate ja mana subudina sehi nua
Comments
comments