Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଯାହାକୁ ଯେ ରାଜି କି କରିବ କାଜି ମନ ବିକାକିଣା କରି
ଯାହାକୁ ଯେ ରସେ ଫୁଲ ପରି ବାସେ ଏକଥା ସତ୍ୟ ମୋହରି
Jahaku je raji ki kariba kaji mana bikakina kariba
jahaku je rase phula pari base ekatha satya mohari
ଧନ ଦଉଲତ ସୁନା ହୀରା ଲୀଳାତା ସଙ୍ଗେ ସମାନ ନୁହେଁ
ମମତା ବନ୍ଧନ ଅଟେ ଯେ ନିବିଡ ମନ ରାଇ ତହିଁ ଥାଏ
dhana daulata suna heera leelatasange samana nuhe
mamata bandana ate je nibida mana rai tahni thae
ତୁମ ଦେହ ମନ୍ଦିରରେ ରହିଦେବୀଙ୍କୁ ମୁଁ କରିବି ଯେ ଦରଶନ
ଡାର୍ଲିଂଙ୍ଗ ତୁମେ ହେଲ୍ପ୍ କରିଲେ ଦେବି ଚୁମ୍ବନ ଘନଘନ
Tume deha mandirare rahidebeenka mu karibi je darashana
darling tume help karile debi chumbhana ghanaghana
କଅଁଳ କାକୁଡି ରୂପତୁ ସାଜିଛୁ ଖାଇବାକୁ ହୁଏ ମନ
ରସମସ କରି ଚୋବାଇ ଛଇଳା ଖାଇବି ତୋ ଯଉବନ
Kala kakudi rupatu sajichhu khaibaku hue mana
rasamasa kari chobai chhailakhaibaki to jaubana
Comments
comments