Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଯେମିତି ଭାବୁଛ ଯାହା ଭାବ ପଛେ ହେବି ନାହିଁ ଆଉ ଓଲେଇ
ଓଲେଇ ଗାଈ ତ ପଘାକୁ ଛିଣ୍ଢେଇ କେତେବେଳେ ଯାଏ ପଳେଇ ।
Jemiti bhabuchha jaha bhaba pachhe hebi nahi au olei
olei gai ta paghaku chhindhei ketebele jae palei
ସେଇ ଚାହାଣୀରେ କେତେ ଯେ କାହାଣୀ ବୁଝିଅଛି ତାକୁ କିଏ
ଯିଏ ନ ବୁଝିଛି ସ୍ନେହ ମାୟା ହୀନ ଅଜବ ମଣିଷ ସିଏ ।
Sei chahaneere kete je kahani bujhiachhi taku kie
jie na bujhichhi sneha maya heena ajaba manisha sie
ମନ ପୋଖରୀରେ ପଦ୍ମ ଫୁଟିଅଛି କିଛି ନାଲି କିଛି ଧଳା
ଭାବୁଛି ମୁଁ ପ୍ରେମ କିଛି ପାଠ ନୁହେଁ ଖାଲି ଅଭିନୟ କଳା ।
Mana pokharire padma phutiachhi kichhi nali kichhi dhala
bhabuchhi mu prema kichhi patha nuhe khali abhinaya kala
ଥୋପକୁ ଦେଖିଲେ ମାଛଟି ନ ଭାବି ଚଟ୍କରି ଗିଳିଦିଏ
ତଣ୍ଟରେ ଅଟକେ ବନ୍ଶୀ କଣ୍ଟାଟି ଭାରି ଛଟପଟ ହୁଏ
Thopaku dekhile machhiti na bhabi catkari gilidie
tantare atake banshi kantati bhari chatapata hue
Comments
comments